ପୃଷ୍ଠା:Bikalpa Biswa.pdf/୩୦୧

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଖାଦ୍ୟ ପାଉନାହାନ୍ତି । ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅବସ୍ଥା ଏହାଠାରୁ ଖରାପ । ଏହି ପରିପ୍ରେକ୍ଷୀରେ ବୁଶ୍‌ଙ୍କ ମନ୍ତବ୍ୟ ଏକ ‘ନିଷ୍ଠୁର ବିଦୃପ’ ଭଳି ମନେ ହୁଏ । ଯିଏ ଅଧିକ ଖାଉଛି, ସିଏ ଆହୁରି ଖାଉ, ଅଖିଆ, ଅଳ୍ପଖିଆ ଗାଧୋଇ ଯାଉ ।

୧୫ ମେ, ୨୦୦୮

ବିକଳ୍ପ ବିଶ୍ୱ ୩୦୧