ପୃଷ୍ଠା:Bikalpa Biswa.pdf/୩୫୪

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପୁତ୍ର ପୁତ୍ରୀ ମୋହରେ ଅନ୍ଧ ଆଜିର ସବୁ ପିତା ମାତା ଆପଣଙ୍କର ଏହି ଲେଖାଟି ପଢିବା ଉଚିତ । ପଥଭ୍ରଷ୍ଟ ସମାଜକୁ ଆପଣଙ୍କ ଭଳି ଲେଖକ ରକାର । ଆପଣଙ୍କ ପରବର୍ତ୍ତୀ ଲେଖାକୁ ଅପେକ୍ଷା କରି ବସିଛି ।”

-ସର୍ବଜିତ୍ ସିଂ (ମୁନାଭାଇ), ଡେରା କଲିଏରୀ, ତାଳଚେର

“ବିକଳ୍ପ ବିଶ୍ୱର ପ୍ରତିଟି ଲେଖା ତଥ୍ୟର ଗୋଲ୍ଡ ମାଇନ୍, ମୁଁ ଏହାର ବିଗ୍ଧ ପାଠକ ।”

-ପ୍ରଫୁଲ୍ଲ କୁମାର ଧଳ, ନିଦେ୍ର୍ଧଶକ, ବି୍ରକ୍, ବିଶ୍ୱ

“ଓଡ଼ିଶାରେ ଯେଉଁଠି କିଛି ଜ୍ଞାନ ଓ ବିବେକର ସ୍ଥିତି ଅଛି ଆପଣ ସେଇ କବାଟରେ କରାଘାତ କରୁଛନ୍ତି । ଆପଣଙ୍କ ଲେଖା ସବୁ ଚିନ୍ତାପାଇଁ ଖୋରାକ ଯୋଗାଉଛି ।”

-ଅଧ୍ୟାପକ କିଶୋର ମେହେର, କଲେଜ ରୋଡ୍, ବରଗଡ

‘ସନ୍ଥ ଭାଲେଣ୍ଟାଇନ୍ଙ୍କ ଭାରତୀୟ ଚେଲାମାନେ’ ଶୀର୍ଷକ ଲେଖାଟି ପଢି ଆନନ୍ଦର ସୀମା ରହିଲା ନାହିଁ । ଭାଲେଣ୍ଟାଇନ୍ ଡେ ପଛରେ ଏତେ ରହସ୍ୟ, ତଥ୍ୟ ଓ ଇତିହାସ ମୋ ଭଳି ପାଠକମାନେ ଜାଣିନଥିଲେ । ଧନ୍ୟବା ଓ ଚିର କୃତଜ୍ଞତା ଜଣାଉଛି ।

-ଭବାନୀଶଙ୍କର, ବେୀମଣ୍ଡପ ସାହି, ନିମାପଡା

ଆପଣଙ୍କ ସହ ଖୋ-ସାକ୍ଷାତ ହୋଇ ପାରୁନାହିଁ; କିନ୍ତୁ ଲେଖା-ସାକ୍ଷାତ ହେଉଛି ପ୍ରତି ମାସରେ ସମ୍ବାର ‘ବିକଳ୍ପ ବିଶ୍ୱ’ ସୌଜନ୍ୟରୁ । ଶୀଘ୍ର ସଂକଳନ କରନ୍ତୁ ଏହି ଅତ୍ୟନ୍ତ ଉପାୟେ ଲଳିତ ନିବନ୍ଧଗୁଡିକୁ । ଆମେ ସମସ୍ତେ ଏଥିପାଇଁ ଅପେକ୍ଷା କରିଛୁ ।

-ଡଃ ବିମଳେନ୍ଦୁ ମହାନ୍ତି, ପ୍ରାକ୍ତନ କୁଳପତି, ଉକ୍ରଳ ସଂସ୍କୃତି ବିଶ୍ୱବି୍ୟାଳୟ

“ଖବରକାଗଜ ପଢା ଛାଡି େଇଛି, କିନ୍ତୁ ଆପଣଙ୍କ ତଥ୍ୟଭିତ୍ତକି , ସତ୍ୟ ଓ ପ୍ରମାଣ ଆଧାରିତ, ଲେଖାମାନ ପଢୁଛି । ବିଚାର ସ୍ପଷ୍ଟ, ଉପସ୍ଥାପନା ନିର୍ଭୀ କ । ଅଭିନନ୍ଦନ ।

-ପ୍ରଫେସର ରାଧାମୋହନ

“ଅନ୍ୟ ଦୃଷ୍ଟିରେ ଆମେ” ପଢି ଆତ୍ମହରା ହୋଇ ପଡିଲି ।


-ମଧୁସୂନ ।ସ, ରାଷ୍ଟ୍ରୀୟ ଯୁବା ପ୍ରକଳ୍ପ
୩୫୪ ବିକଳ୍ପ ବିଶ୍ୱ