ଏହି ପୃଷ୍ଠାଟି ବୈଧ ହୋଇସାରିଛି
“ପିସି, ଗୋଡିଭୋଜି, କୁତ୍ତାଖାତା” ମନ ଧ୍ୟାନ ଦେଇ ପାଠ କଲି । ‘ପିସି’ର
ମହାତ୍ମ୍ୟ ନ କହିଲେ ଭଲ । ଲେଖାଟି ଅପ୍ରିୟ ସତ୍ୟ ହେଲେ ବି ଅତ୍ୟନ୍ତ ଯୁଗୋପଯୋଗୀ
ଓ ଶିକ୍ଷଣୀୟ ।
-ଗଗନ ବିହାରୀ ମହାନ୍ତି, ଲୋକ ସୁରକ୍ଷା ମଞ୍ଚ, ଯାଜପୁର
“ଅ·ନକ ପତ୍ର ପାଇ ବିସ୍ମିତ ହେବେ ନାହିଁ । ଅନେକ ଦିନ ଆପଣଙ୍କ
ଲେଖାମାନ ପଢ଼ି ବହୁତ ଖୁସି ଲାଗୁଛି । ଏବକାର “ନିର୍ବାଚନ, ଯୋଜନା ଓ ଚେତନା”
ଲେଖାଟି ମନଲାଖି ହୋଇଛି । ନୂତନ ରୁଚି, ଶୈଳୀ ଓ ସୁଖପାଠ୍ୟ । ଏ ସବୁକୁ ପୁସ୍ତକ
ଆକାରେ ଖେିବାକୁ ଅପେକ୍ଷା କରି ରହିଲୁ । ଓଡ଼ିଆ ବିକାଶ ସାହିତ୍ୟ ଋଦ୍ଧିମନ୍ତ
ହେବ ।”
-ରାସ ବିହାରୀ ବେହେରା, ପୂର୍ବତନ ମନ୍ତ୍ରୀ, ମହାବୀର ପଡ଼ା,
ଭବାନିପାଟଣା
ଏହାଛଡା ଟେଲିଫୋନ୍, ଇ-ମେଲ୍ ଜରିଆରେ ବହୁ ବିଶିଷ୍ଟ ବ୍ୟକ୍ତି ଓ ସହସ୍ରାଧିକ ପାଠକ ପାଠିକା ‘ବିକଳ୍ପ ବିଶ୍ୱ’ ସ୍ତମ୍ଭରେ ପ୍ରକାଶିତ ଲେଖାଗୁଡିକ ସମ୍ପର୍କରେ ପ୍ରେରଣାପୂର୍ଣ୍ଣ
ମତାମତ େଇ ଆସୁଛନ୍ତି । ଏଥିପାଇଁ ସେ ସମସ୍ତଙ୍କ ନିକଟରେ ଲେଖକ କୃତଜ୍ଞ ।
ବିକଳ୍ପ ବିଶ୍ୱ ୩୫୫