ଡାକିଲା ରଖ ଆଦି ମୂଳ , ଗୁରୁତର ଆତଙ୍ଗ ଜାଣିଣ ତା ଶ୍ରୀରଙ୍ଗ ରଥାଙ୍ଗ ପେଷିଲ ତତ୍କାଳ , ହେ ମହାପ୍ରଭୁ ! ଗ୍ରାହ ଜୀବନେ ନିବାରିଲ । ଗାଜ ବିପତ୍ତରୁ ତାରିଲ ଗୁରୁତ୍ନାନ-କେତନ ! ମମ କର୍ମକୁହୀନ ନିରାଶ ନୀରନିଧି ହେଲ , ହେ ମହାପ୍ରଭୁ ॥ ୩ ॥ (ଦୀନ)କୃଷ୍ଣ ଦାସ