ପୃଷ୍ଠା:Kali kirti chautisa.pdf/୨୪

ଏହି ପୃଷ୍ଠାଟି ବୈଧ ହୋଇସାରିଛି
[୨୩]

ହୁଅନ୍ତି; ବା ଏ 'ଲଜ୍ଜା' ସ୍ୱରୂପା ଅଟନ୍ତି - ['ଚଣ୍ତୀ' ଦ୍ରଷ୍ଟବ୍ୟ: - "ଯା ଦେବୀ ସର୍ବ ଭୂତେଷୁ 'ଲଜ୍ଜା' ରୂପେଣ ସଂସ୍ଥିତା" । କାନ୍ତାନୀ (ସା:ଭା:ସ:ପର୍ବ:) ହଇଜା = ବାଡ଼ିବାନ୍ତି ରୋଗ । ହନ୍ତସନ୍ତ = କଲବଲ; ଅସ୍ତବ୍ୟସ୍ତ ହୀନେ = ହୀନ ଜନେ; ଅଦୃଷ୍ଟ‌ହୀନ ବା ପୁଡ଼ାଏ । (୩୦) କ୍ଷମା-କ୍ଷୀରାବ୍ଧି । = କ୍ଷମାସାଗର । କ୍ଷୁବ୍ଧ ଜନ ତାରିଣୀ = ଦୁଃଖାଭିଭୁତ ଜନ ରକ୍ଷିଣୀ । କ୍ଷୀଣ = ଦୁର୍ବଳ । କ୍ଷେମ - ମଙ୍ଗଳ ବା କଲ୍ୟାଣ । କ୍ଷୁଧା ହାରିଣୀ = ଉପବାସର ବାଧା ଉପଶମନ କାରିଣୀ ।

ସମାପ୍ତ