ପୃଷ୍ଠା:Kalikala (RS Roy, 1901) opt.pdf/୭

ଏହି ପୃଷ୍ଠାଟି ବୈଧ ହୋଇସାରିଛି

କଳିକାଳ

ପ୍ରସ୍ତାବନା

[କଳିରାଜାର ସନ୍ୟାସୀବେଶରେ ପ୍ରବେଧ]
କଳା।~(ପଦ୍ମଚରଣ କରୁ୨) ଓଃ କି ପାପ! ସତ୍ୟ , ତେନ୍ତ୍ରା ଓ
ଦ୍ୱାପର ଓ ଋଣକାଳ କେଡେ ସୁନରୂପରେ ଅତିରବହିତ
ହୋଇଗଲା- ମୋର କପାଳ ରୁ ଏତେ ଯନ୍ତ୍ରଣା! ପୃଥିବୀ
ଆଉ ଏ ପାପଳାର ସହ ପାରିବ ନାହିଁ -- ନିଶ୍ଚୟ ଏ ଭୟାନକ
ପାପଭାର ରେ ପୃଥିବୀ ବୁଡିଯିବା-- ପ୍ରଳୟ ଆଉ ନିକଟ{-- (ଗୀତ)

ରାଗିଣୀ ଏମାନ-ତାଳ ଏକତାଳି।
ଦେଖ ମନ ହୋ ଭାବଲୀଳା-ଇହଲୋକେ-
ପରମ୍ପରା ରେ ବୁଡିଗଲା ରେ। ପଦ
କହ କି ଏଠି ରହିବୁ,ଧରଣୀ-ଭରା ଦେଖୀବୁ
ପାପ ତାପ ଶାପ ସହ ଖେଳା।୧।
ମାୟା-ବନ୍ଧନ ଯେତେ,ଚଡ଼ିଗଲାଣି ସର୍ବମତେ,
ପିତା ମାତା ଭ୍ରାତା ନାମ ପାରା।୨।

ହାୟ ହାୟ ! ଏପରି ପୃଥିବୀରେ ରାଜତ୍ୱ କରି ସୁଦ୍ଧା ବି
ଲାଭ? ମରୁଭୂମିର ରାଜା ହୋଇ ରହିଲେ କେଉଁଫଳ
ମିଳିବ? -ନା- ଏ ରାଜତ୍ବରୁ ଜୋର କୌପୀନ ପିନ୍ଧ
ସନ୍ୟାସୀ ହୋଇଯିବା ଲକ୍ଷଗୁଣେ ଶ୍ରେୟାସ୍ତର ।-ଯେଉଁ
ଖରତର ପାପର ସ୍ରୋତ ବହୁଛି ଲୋକେ ତହିଁର