ଏହି ପୃଷ୍ଠାଟି ବୈଧ ହୋଇସାରିଛି
ବସ୍ତା | ଚିନ୍ତାମଣି ଜେନା | କଂଗ୍ରେସ |
ବାଲେଶ୍ୱର | ରବୀନ୍ଦ୍ରମୋହନ ଦାସ | ପ୍ରଜା ସମାଜବାଦୀ |
ନୀଳଗିରି | ବନମାଳୀ ଦାସ | ସି.ପି.ଏମ୍. |
ସୋରୋ | ହରପ୍ରସାଦ ମହାପାତ୍ର | ସ୍ୱତନ୍ତ୍ର |
ସିମୂଳିଆ | ଉତ୍ସବ ଚରଣ ଜେନା | ପ୍ରଜା ସମାଜବାଦୀ |
ଭଦ୍ରକ | ନିତ୍ୟାନନ୍ଦ ମହାପାତ୍ର | ଜନ କଂଗ୍ରେସ |
ଧାମନଗର | ସତ୍ୟଭାମା ଦେଈ | ଜନ କଂଗ୍ରେସ |
ଚାନ୍ଦବାଲି | ମନମୋହନ ଦାସ | ଜନ କଂଗ୍ରେସ |
ବାସୁଦେବପୁର | ହରେକୃଷ୍ଣ ମହତାବ | ଜନ କଂଗ୍ରେସ |
ସୁକିନ୍ଦା | ଆନନ୍ଦ ମଞ୍ଜରୀ ଦେବୀ | ଜନ କଂଗ୍ରେସ |
ଧର୍ମଶାଳା | ପରମାନନ୍ଦ ମହାନ୍ତି | ପ୍ରଜା ସମାଜବାଦୀ |
ବଡଚଣା | ଜଗନ୍ନାଥ ଦାସ | ପ୍ରଜା ସମାଜବାଦୀ |
ବିଞ୍ଝାରପୁର | ବୈଷ୍ଣବ ଚରଣ ମଲ୍ଲିକ | ପ୍ରଜା ସମାଜବାଦୀ |
ପଶ୍ଚିମ ଯାଜପୁର | ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ | ଜନ କଂଗ୍ରେସ |
ପୂର୍ବ ଯାଜପୁର | ଶାନ୍ତନୁ କୁମାର ଦାସ | ଜନ କଂଗ୍ରେସ |
ଆଳି | ଦିବାକର ନାଥ ଶର୍ମା | କଂଗ୍ରେସ |
ପଟ୍ଟାମୁଣ୍ଡାଇ | ବିଶ୍ୱନାଥ ମଲ୍ଲିକ୍ | ପ୍ରଜା ସମାଜବାଦୀ |
ରାଜନଗର | ରାଜା ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓ | ସ୍ୱାଧୀନ |
କେନ୍ଦ୍ରାପଡା | ସରୋଜ କାନ୍ତ କାନୁନ୍ଗୋ | ପ୍ରଜା ସମାଜବାଦୀ |
ପାଟକୁରା | ଚକ୍ରଧର ଶତ୍ପଥୀ | ପ୍ରଜା ସମାଜବାଦୀ |
ତିର୍ତ୍ତୋଲ | ନିଶାମଣି ଖୁଣ୍ଟିଆ | ପ୍ରଜା ସମାଜବାଦୀ |
ଏରସମା | ଲୋକନାଥ ଚୌଧୁରୀ | କମ୍ୟୁନିଷ୍ଟ |
ବାଲିକୁଦା | ବୈକୁଣ୍ଠ ନାଥ ମହାନ୍ତି | ପ୍ରଜା ସମାଜବାଦୀ |
ଜଗତ୍ସିଂହପୁର | କଣ୍ଡୁରୀ ଚରଣ ମଳିକ | ପ୍ରଜା ସମାଜବାଦୀ |
ଗୋବିନ୍ଦପୁର | ମୁରଲୀଧର କାନୁନ୍ଗୋ | ଜନ କଂଗ୍ରେସ |
ସାଲେପୁୂର | ସୁରେନ୍ଦ୍ର ନାଥ ପଟ୍ଟନାୟକ | ଜନ କଂଗ୍ରେସ |
ମାହାଙ୍ଗା | ବିରଜା ପ୍ରସାଦ ରାୟ | ପ୍ରଜା ସମାଜବାଦୀ |
ଚୌଦ୍ୱାର | ଆକୁଳା ନନ୍ଦ ବେହେରା | ପ୍ରଜା ସମାଜବାଦୀ |
କଟକ ସହର | ବୀରେନ୍ ମିତ୍ର | କଂଗ୍ରେସ |
କଟକ ସଦର | ଶୁକଦେବ ଜେନା | ଜନ କଂଗ୍ରେସ |
ବାଙ୍କୀ | ଯୋଗେଶ ଚନ୍ଦ୍ର ରାଉତ | ସ୍ୱାଧୀନ |
୧୭୨ . ଓଡ଼ିଶା ରାଜନୀତିର ଇତିହାସ