ଏହି ପୃଷ୍ଠାଟି ବୈଧ ହୋଇସାରିଛି
ବ୍ରହ୍ମପୁର | ବିନୟ କୁମାର ମହାପାତ୍ର | ଜନତା ଦଳ |
ଚିକିଟି | ଉଷାଦେବୀ | ଜନତା ଦଳ |
ମୋହନା | ସୂର୍ଯ୍ୟନାରାୟଣ ପାତ୍ର | ଜନତା ଦଳ |
ରାମଗିରି | ହଳଧର କାର୍ଜୀ | କଂଗ୍ରେସ |
ପାରଳାଖେମୁଣ୍ଡି | ଦରପୁ ଲଚ୍ଛନ୍ନା ନାଇଡୁ | ଜନତା ଦଳ |
ଗୁଣୁପୁର | ରାମମୂର୍ତ୍ତି ଗମାଙ୍ଗ | ଜନତା ଦଳ |
ବିଷମ କଟକ | ସାରଙ୍ଗ ଧର କାଦ୍ରକା | ଜନତା ଦଳ |
ରାୟଗଡା | ଉଲାକା ରାମଚନ୍ଦ୍ର | କଂଗ୍ରେସ |
ଲକ୍ଷ୍ମୀପୁର | ଅଖିଳ ସାଉଁଟା | ଜନତା ଦଳ |
ପଟ୍ଟାଙ୍ଗୀ | ଜୟରାମ ପାଙ୍ଗୀ | ଜନତା ଦଳ |
କୋରାପୁଟ | ହରିଶ୍ଚନ୍ଦ୍ର ବକ୍ସିପାତ୍ର | ଜନତା ଦଳ |
ମାଲକାନାଗିରି | ନାକା କାନାୟା | ଜନତା ଦଳ |
ମୃତ୍ୟୁ ପରେ ଅରବିନ୍ଦ ଢ଼ାଲି | ଭାଜପା | |
ଚିତ୍ରକୋଣ୍ଡା | ପ୍ରହ୍ଲାଦ ଦୋରା | ଜନତା ଦଳ |
କୋଟପାଡ | ସଦନ ନାୟକ | ଜନତା ଦଳ |
ଜୟପୁର | ରଘୁନାଥ ପଟ୍ଟନାୟକ | କଂଗ୍ରେସ |
ନବରଙ୍ଗପୁର | ହବିବୁଲ୍ଲା ଖାଁ | କଂଗ୍ରେସ |
କୋଡିଙ୍ଗା | ଶ୍ୟାମଘନ ମାଝି | ଜନତା ଦଳ |
ଡାବୁଗାଁ | ଜୟଦେବ ମାଝି | ଜନତା ଦଳ |
ଉମରକୋଟ | ଗୁରୁବାରୀ ମାଝି | ଜନତା ଦଳ |
ନୂଆପଡ଼ା | ଘାସିରାମ ମାଝି | ଜନତା ଦଳ |
ଖଡିଆଳ | ଦୁର୍ଯ୍ୟୋଧନ ମାଝି | ଜନତା ଦଳ |
ଧରମଗଡ | ଭାରତ ଭୂଷଣ ବେମାଲ | ଜନତା ଦଳ |
କୋକସରା | ସୁରେନ୍ଦ୍ର ପଟ୍ଟଯୋଶୀ | ଜନତା ଦଳ |
ଜୁନାଗଡ | ବିକ୍ରମ କେଶରୀ ଦେଓ | ଭାଜପା |
ଭବାନୀପାଟଣା | ଅଜିତ୍ ଦାସ | ଜନତା ଦଳ |
ନର୍ଲା | ବଳଭଦ୍ର ମାଝି | ଜନତା ଦଳ |
କେସିଙ୍ଗା | କିରଣ ଚନ୍ଦ୍ର ସିଂହଦେଓ | ଜନତା ଦଳ |
ବାଲିଗୁଡା | ଭଗବାନ କହଁର | ଜନତା ଦଳ |
ଉଦୟଗିରି | ନାଗାର୍ଜୁନ ପ୍ରଧାନ | କଂଗ୍ରେସ |
ଫୁଲବାଣୀ | ପଦ୍ମନାଭ ବେହେରା | ଜନତା ଦଳ |
୨୫୮ . ଓଡ଼ିଶା ରାଜନୀତିର ଇତିହାସ