ଏହି ପୃଷ୍ଠାଟି ବୈଧ ହୋଇସାରିଛି
ବଇସିଙ୍ଗା | କାନ୍ଦରା ସୋରେନ | ବିଜେପି |
ଖୁଣ୍ଟା | ଗୋଲକ ନାୟକ | ବିଜେପି |
ଉଦଳା | ଭାସ୍କର ମଢେ଼ଇ | ବିଜେପି |
ଭୋଗରାଇ | ଡାକ୍ତର କମଳା ଦାସ | ବିଜେଡ଼ି |
ଜଳେଶ୍ୱର | ଜୟନାରାୟଣ ମହାନ୍ତି | କଂଗ୍ରେସ |
ବସ୍ତା | ରଘୁନାଥ ମହାନ୍ତି | ବିଜେଡ଼ି |
ବାଲେଶ୍ୱର | ଜୀବନ ପ୍ରଦୀପ ଦାଶ | ବିଜେପି |
ସୋରୋ | କାର୍ତ୍ତିିକ ମହାପାତ୍ର | କଂଗ୍ରେସ |
ସିମୂଳିଆ | ପର୍ଶୁରାମ ପାଣିଗ୍ରାହୀ | ବିଜେଡ଼ି |
ନୀଳଗିରି | ପ୍ରଦୀପ୍ତ ପଣ୍ଡା | ସିପିଏମ୍ |
ଭଣ୍ଡାରୀପୋଖରୀ | ରଥ ଦାସ | ବିଜେଡ଼ି |
ଭଦ୍ରକ | ପ୍ରଫୁଲ୍ଲ ସାମଲ | ବିଜେଡ଼ି |
ଧାମନଗର | ମାନସ ରଞ୍ଜନ ମଲ୍ଲିକ | ସ୍ୱାଧୀନ |
ଚାନ୍ଦବାଲି | ବିଷ୍ଣୁଚରଣ ସେଠି | ବିଜେପି |
ବାସୁଦେବପୁର | ବିଜୟଶ୍ରୀ ରାଉତରାୟ | ବିଜେଡ଼ି |
ସୁକିନ୍ଦା | ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ | ବିଜେଡ଼ି |
କୋରେଇ | ଅଶୋକ ଦାସ | ଜନତା ଧର୍ମ ନିରପେକ୍ଷ |
ଯାଜପୁର | ସୂର୍ଯ୍ୟମଣି ଜେନା | ବିଜେଡ଼ି |
ଧର୍ମଶାଳା | କଳ୍ପତରୁ ଦାସ | ବିଜେଡ଼ି |
ବଡ଼ଚଣା | ଅମର ପ୍ରସାଦ ଶତପଥୀ | ବିଜେଡ଼ି |
ବରି-ଡେରାବିଶ | ଦେବାଶିଷ ନାୟକ | ବିଜେଡ଼ି |
ବିଂଝାରପୁର | ପ୍ରମିଳା ମଲ୍ଲିକ | ବିଜେଡ଼ି |
ଆଳି | ପ୍ରତାପ କେଶରୀ ଦେବ | ବିଜେଡ଼ି |
ପଟ୍ଟାମୁଣ୍ଡାଇ | ତାପସ ଦାସ | ବିଜେଡ଼ି |
ରାଜନଗର | ନଳିନୀକାନ୍ତ ମହାନ୍ତି | ବିଜେଡ଼ି |
କେନ୍ଦ୍ରାପଡ଼ା | ବେଦପ୍ରକାଶ ଅଗ୍ରଓ୍ୱାଲ | ବିଜେଡ଼ି |
ପାଟକୁରା | ତ୍ରିଲୋଚନ ବେହେରା | ବିଜେଡ଼ି |
(ପ୍ରଥମେ ଥିଲେ ତୃଣମୂଳ କଂଗ୍ରେସ) | ||
ତିର୍ତ୍ତୋଲ | ଦେବାଶିଷ ସାମନ୍ତରାୟ | ବିଜେଡ଼ି |
ଏରସମା | ଡାକ୍ତର ଦାମୋଦର ରାଉତ | ବିଜେଡ଼ି |
୨୯୨ ଓଡ଼ିଶା ରାଜନୀତିର ଇତିହାସ