ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଜଳେଶ୍ୱର | ଅଶ୍ୱିନୀ କୁମାର ପାତ୍ର | ବିଜେପି |
ବସ୍ତା | ରଘୁନାଥ ମହାନ୍ତି | ବିଜେଡ଼ି |
ବାଲେଶ୍ୱର | ଅରୁଣ ଦେ | ଓଜିପି |
ସୋରୋ | କାର୍ତ୍ତିିକ ମହାପାତ୍ର | କଂଗ୍ରେସ |
ସିମୁଳିଆ | ପଦ୍ମଲୋଚନ ପଣ୍ଡା | କଂଗ୍ରେସ |
ନୀଳଗିରି | ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ | ବିଜେପି |
ଭଣ୍ଡାରୀପୋଖରୀ | ଅନନ୍ତ ସେଠି | କଂଗ୍ରେସ |
ଭଦ୍ରକ | ନରେନ୍ ପଲେଇ | କଂଗ୍ରେସ |
ଧାମନଗର | ମନମୋହନ ସାମଲ | ବିଜେପି |
ଚାନ୍ଦବାଲି | ନେତ୍ରାନନ୍ଦ ମଲ୍ଲିକ | କଂଗ୍ରେସ |
ବାସୁଦେବପୁର | ବିଜୟଶ୍ରୀ ରାଉତରାୟ | ବିଜେଡ଼ି |
ସୁକିନ୍ଦା | ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ | ବିଜେଡ଼ି |
କୋରେଇ | ସଞ୍ଚିତା ମହାନ୍ତି | ବିଜେପି |
ଯାଜପୁର | ପରମେଶ୍ୱର ସେଠି | ବିଜେଡ଼ି |
ବଡ଼ଚଣା | ସୀତାକାନ୍ତ ମହାପାତ୍ର | କଂଗ୍ରେସ |
ବରି-ଡେରାବିସି | ଦେବାଶିଷ ନାୟକ | ବିଜେଡ଼ି |
ଧର୍ମଶାଳା | କଳ୍ପତରୁ ଦାସ | ବିଜେଡ଼ି |
ବିଂଝାରପୁର | ପ୍ରମିଳା ମଲ୍ଲିକ | ବିଜେଡ଼ି |
ଆଳି | ପ୍ରତାପ କେଶରୀ ଦେବ | ବିଜେଡ଼ି |
ପଟ୍ଟାମୁଣ୍ଡାଇ | କିଶୋର ଚନ୍ଦ୍ର ତରାଇ | ବିଜେଡ଼ି |
ରାଜନଗର | ନଳିନୀକାନ୍ତ ମହାନ୍ତି | କଂଗ୍ରେସ |
କେନ୍ଦ୍ରାପଡ଼ା | ଉତ୍କଳ କେଶରୀ ପରିଡ଼ା | ଓଜିପି |
ପାଟକୁରା | ଅତନୁ ସବ୍ୟସାଚୀ ନାୟକ | ବିଜେଡ଼ି |
ତିର୍ତ୍ତୋଲ | ଚିରଞ୍ଜିବୀ ବିଶ୍ୱାଳ | କଂଗ୍ରେସ |
ଏରସମା | ଡାକ୍ତର ଦାମୋଦର ରାଉତ | ବିଜେଡ଼ି |
ବାଲିକୁଦା | ଉମେଶ ଚନ୍ଦ୍ର ସ୍ୱାଇଁ | କଂଗ୍ରେସ |
ଜଗତସିଂହପୁର | ବିଷ୍ଣୁ ଦାସ | ବିଜେଡ଼ି |
କିଶନନଗର | ପ୍ରତାପ ଜେନା | ବିଜେଡ଼ି |
ମାହାଙ୍ଗା | ବିକ୍ରମ କେଶରୀ ବର୍ମା | ବିଜେଡ଼ି |
ସାଲେପୁର | କାଳିନ୍ଦୀ ଚରଣ ବେହେରା | ବିଜେଡ଼ି |
ଓଡ଼ିଶା ରାଜନୀତିର ଇତିହାସ * ୩୦୭