ପୃଷ୍ଠା:Prabodha Chandrika (1856).pdf/୧୪୩

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

୧୧୪ ହସ୍ତିର ବିବରଣୀ

ସପମରେ ସୁଦ୍ଧା ଆକ୍ଷ ପାଇଲେ ନମ୍ର ଏ । ଏବଂ ମିସପ୍ତା ବସୁ,ତ କରେ ନାହଁ ଅଭୃସକ ଭିନ୍ନ ଅନ୍ୟକୁ ହଂ ସା କରେ ନାହଁ । ଘୃପକାର ଓ ଅପକାର ବସ୍ତୁତ ହୃଏ କାର୍କ ହସ୍ତୀ ସାଂସ୍କାଣୀ ରୁହେ ଗୃକ୍ଷାଦ ଘେନନ କରେ ଏ ହେରୁର ଅନ୍ୟ ପଶୁର ଶବ ମାସ ବ୍ୟାଘ୍ନ ଭନ୍ତି ସକଳ ପଣୁଙ୍କଠାରେ ପ୍ରେମ କରେ । । ଦପ୍ତ ବନରେ ଥିଲେ ସୁଦ୍ଧା ସ୍ୱର୍ଗ ରୁହେ । କେତେବେଳେ ଏଜାଙ୍କୁ ସ୍କୁଲେ ଜାତ ସଦା ଅନେକେ କେ ଘୁଲ ଏବେ ସେ ପ୍ରାଚୀନ ସେ ଅଶେ ଋଲେ ଅନ୍ୟ ଗୋଏ ପ୍ରାଚୀନ ପଲ ରକ୍ଷାର୍ଥୀ ପଲ ପଛରେ ଥାଏ ଯୁବା ଓ ଦୁର୍ବଳ ହସ୍ତୀ ପଲ ମଧ୍ୟରେ ସ୍କୁଲନ୍ତୁ । ହଣ୍ଡି ନମାନେ ଆପଣା କ୍ଷୁ ଓ ପିଲଙ୍କୁ ପୃଷ୍ଠରେ ସ୍କୁଲରୁ । ସେମାନଙ୍କ ନାସିକା ସବୁ ଭଦ୍ଧର ପ୍ରଧାନ ଅନ୍ୟ ପଣୁ ନାସିକାର ଦୃଷ୍ଟି ର ନାୟିକା ପ୍ରଡ଼ଲ ଯେଉଁ ପଥରେ ମନୁଷ୍ୟ ଗସ୍ତନ କରେ ତାହା ଗନ୍ଧ ଦ୍ବାର ଜାଣି ପାରେ । ତାହା ଭକ୍ଷ ରୂକ୍ଷଭ ମୁଲ ଓ ପ ଓ କ୍ଷୁଦ୍ର ବୃକ୍ଷ ଓ କ୍ଷୁଦ୍ର ଶାଖା କେଢେଦେଲେ । ଫଲ ଧନ୍ୟା ଶସ୍ୟ ଭକ୍ଷଶ କରେ ଏକ ହସ୍ତୀ ଅନେକ ଖାଦ୍ୟ ବସ୍ତୁ ପାଇଲେ ଅନ୍ୟ ହସ୍ତି କ ଡାକିଆଣି ଏକ ଭକ୍ଷଣ କରନ୍ତୁ । ସେମାନଙ୍କର ଅଧୁକ ଆହାର ହେରୁର ଅନେକ କାଇ ଏକ ସ୍ଥାନରେ ରହି ପାରି ନାହିଁ ସେମାନେ ଭୃଷକର ଶସ୍ୟକ ଅଇଲେ ସେ ଶସ୍ୟ ଧ୍ବଂସ କରନ୍ତୁ । ଆହାରରେ ସବୁ ନଷ୍ଟ ହୁଏ ନାହଁ ମା ପଦ କୱେଷଣରେ ଅଧୁକ ନଷ୍ଟ ହୃଏ ଏକାରଣ କୃଷକମାନେ ହସ୍ତୀ ଅଇଲେ ମହା ଅଗ୍ନି କାଈ ଅନେକ ଲେକ ଏକ ହୋଇ କୋଳାହଳ କର ଭଡ଼ା ଦେଇ ଦୂର କରଣ୍ଡ । । ଯେତେବେଳେ ହସ୍ତୀ ମନୁଷ୍ୟର ଅଧୀନ ହୁଏ ଢେତେବେଳେ ହସ୍ତି ସଙ୍ଗ କରେ ନାହଁ ଏକୀରଣ ଯେତେ ପୋଷ୍ୟ ହସ୍ତୀ ସବୁ ପୃଙ୍କରେ ବନ୍ୟ କଲେ । ଦର୍ତ୍ତି ଧରବାର ଉପା ଏହି ଦୃଷ୍ଟି ର ସ୍ଥାନ ନିକଟରେ ଗୋଟାଏ ବେଢ଼ା ପ୍ରସ୍ତୁତ କରି ଗୋଟାଏ ଦ୍ୱାର ରଖିଲବାଦ ଗୋ\ଏ ଶୋଷ ହଣ୍ଡି କକ ଦଳ ମଧକୁ ଘେକ ଯାନ୍ତ ହନ୍ତି ମର ରବ ଶୁଣିଲେ ଦୂନ୍ୟ ହସ୍ତୀ କକକୁ ଅସେ ଦପ୍ତି ନ ମେ ୫ ଦେଢା ମଧ୍ୟକୁ ଯାଏ ହସ୍ତୀସୁଦ୍ଧା ତାହା ପରେ ବେଢ଼ା ମଧକୁ ଯାଏ । କେଢେବେଲେ ଲେକିନେ ଦ୍ୱାର ରକ୍ସ କର ଏବଂ ତୃତ୍ତ ରକ୍ତ, ଦାର ହର୍ତ୍ତି କ କ କ ଓ ଆହାର ବାରଣ କର) ଅନାଦ୍ବାରରେ ହସ୍ତୀ ଦୃବଳ ହୁଏ ପୁଣି ଦୁଇ ତକ ପୋତା ହନ୍ତୁ। ନକରେ ଆଣି ରଖରୁ ସେମାନଙ୍କ ସହଭ ଶ୍ରୀ କର ପୋଷ୍ୟମାଣ ହୁଏ ଜେତେବେଲେ ଯେଉଁଠାକୁ ଇଚ୍ଛା