ପୃଷ୍ଠା:Prabodha Chandrika (1856).pdf/୧୬୧

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଛିଣ୍ତାଇ ତନ୍ମଧ୍ୟସ୍ଥିତ ମୁଦ୍ରା ବାକ୍‌ସ ଅପ‌ହରଣ କରିଅଛି, ଏ ବିଷୟ ପ୍ରଚାର ହେବାରେ ଚବ୍‌ବିଶ ପରଗଣାର ମାଜିଷ୍ଟ୍ରେଟ ଶ୍ରୀଯୁତ ଫର୍ଗସନ ସାହେବ ଇଟାଲି ଥାନାର ଦାରୋଗା ଶ୍ରୀଯୁତ ବାବୁ ହେମଚନ୍ଦ୍ର କର ମହାଶୟଙ୍କୁ ଦସ୍ୟୁଧୃତ କରିବା ଭାର ଦେଇଥିଲେ, ସଂପ୍ରତି ଅବଗତ ହେଲା, କର ବାବୁ ଦସ୍ୟୁଧୃତ କରିବାରେ ଅସମର୍ଥ ହେବାଋ କଲିକତା ପୋଲିସର କର୍ମଚାରିମାନେ ବିଶେଷାନୁସନ୍ଧାନ ଦ୍ୱାରା ଦସ୍ୟୁଧୃତ କରିଅଛନ୍ତି ।