ପୃଷ୍ଠା:Prabodha Chandrika (1856).pdf/୪୫

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ମାଘ ମାସର ଉତ୍କଳ ପଂଜିକା।

୯ ମାଘ । ରବିବାର ତ୍ରୟୋଦଶୀ । ୧ । ଆଦ୍ରା ୩୮ । ୪୧ ମିଥୁନ ୬୦ ବୈଧୃତି ୪୧ । ୧ ତ୍ୟିତିଳ ୧ । ୫୧ ରବୟଂଶ ୭୩୧ । ୨୨ ଦିନାର୍ଧ ୧୩ । ୪୦ ଜାନୁୟାରି ୨୦ ତାରିଖ ।

୧୦ ମାଘ । ସୋମ୍ବାର ଚତୁର୍ଦ୍ଦଶୀ ୨। ୩୨ ପୁନ୍ରବସୁ ୩୦ । ୧୨ ମିଥୁନ ୧୮ । ୩୪ ବିଷ୍ନୁମ୍ଭ ୩୮ । ୧ ବାଣିଜ୍ୟ ୨ । ୩୨ ଭବୟଂଶ ୮୩୨ । ୩୭ ଦିନାର୍ଧ ୧୩ । ୪୦ ଜାନୁଆରି ୨୧ ତାରିଖ ।

୧୧ ମାଘ । ମଙ୍ଗଳବାର ପୌର୍ଣ୍ଣମୀ ୪ । ୩୮ ପୁଷ୍ୟା ୩୭ । ୫୮ କର୍କଟ ୬୦ ପ୍ରୀତି ୩୭ । ୨ ବବ ୫। ୩୮ ରବ୍ୟଂଶ ୯୩୪ । ୨ ଦିନାର୍ଦ୍ଧ ୧୩ । ୪୦ ପୁଷ୍ୟାଭିଷେକ । ଜାନୁଏରି ୨୨ ତାରିଖ ।

୧୨ ମାଘ । ବୁଧବାର ପ୍ରତିପଦା ୭ । ୮୭ ଅଶ୍ଲେଷା ୪୩ ।୧୮ କ୍ରକ୍ଟ ୪୩ । ୧୮ ଆୟୁଷ୍ମାନ ୩୭। ୨୩ କ୍ୟିଳବ ୭।୫୭ ରବୟଂଶ ୧୦୩୫ । ୫ ଦିନାର୍ଧ ୧୩ । ୪୧ ଜାନୁଆରି ୨୩ ତାରିଖ ।

୧୩ ମାଘ । ଗୁରୁବାଅ ଦ୍ଦିତୀୟା ୧୧।୨୮ ମଘା ୪୯।୨୩ ସିଂହ ୬୦ ସୌଭାଗ୍ୟ ୩୮ । ୧୪ ଗର ୧୧ । ୨୮ ରବ୍ୟଂଶ ୧୧୩୬ । ୧୭ ଦିନାର୍ଦ୍ଧ ୧୩ । ୪୨ ଜାନୁଏରି ୨୪ ତାରିଖ । ରାତ୍ର ୧୫ ଦଣ୍ଡପରେ ବିବାହ ।

୧୪ ମାଘ । ଶୁକ୍ରବାର ତୃତୀୟା ୧୭ । ୨୨ ପୂର୍ବା ଫାଲଗୁନୀ ୫୫ । ୪୭ ସିଂହ ୬୦ ଶୋଭନ ୩୯ । ୨୦ ବିଷ୍ଟି ୧୭ । ୨୨ ରବ୍ୟଂଶ ୧୨୩୭ । ୨୩ ଦିନାର୍ଦ୍ଧ ୧୩ । ୪୪ ଜାନୁଏରି ୨୫ ତାରିଖ ।

୧୫ ମାଘ । ଶନିବାର ଚତୁର୍ଥୀ ୨୨ । ୪୫ ଉତ୍ତରା ଫାଲଗୁନୀ ୬୦ ସିଂହ ୧୨ । ୨୯ ଅତିଗଣ୍ଡ ୪୦ । ୫୮ ବାଳବ ୨୨ । ୪୫ ରବ୍ୟଂଶ ୧୩୩୮ । ୧୩ ଦିନାର୍ଦ୍ଧ ୧୩ । ୪୫ ବିବାହ । ଜାନୁଏରି ୨୬ ତାରିଖ ।

୧୬ ମାଘ । ରବିବାର ପଞ୍ଚମୀ ୨୮ । ୧୬ ଉତ୍ତରା ଫାଲ୍ଗୁନୀ ୩ । ୩୫ କନ୍ୟା ୬୦ ଶୁଭ କର୍ମ ୪୭ । ୧୧ କୈଳବ ୨୮ । ୧୬ ରବ୍ୟଂଶ ୧୪୪୦ । ୨୪ ଦିନାର୍ଦ୍ଧ ୧୩ । ୪୬ ଜାନୁଏରି ୨୭ ତାରିଖ ।

୧୭ ମାଘ । ସୋମବାର ଷଷ୍ଠୀ ୩୩ । ୨ ହସ୍ତା ୮ । ୫୪ କନ୍ୟା ୪୧ । ୩୬ ଧୃତି ୪୩ । ୪ ଗର ୧୩ । ୨ ରବ୍ୟଂଶ ୧୫୪୧ । ୨୯ ଦିନାର୍ଦ୍ଧ ୧୩୪୭ ଜାନୁଏରି ୨୮ ତାରିଖ ।