ପୃଷ୍ଠା:Prabodha Chandrika (1856).pdf/୭୭

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ପ୍ରବୋଧ ଚନ୍ଦ୍ରିକା

୪ ସଂଖ୍ୟା

ସନ ୧୨୬୩ | ମେଷ | * ସନ ୧୮୫୬ | ଏପ୍ରେଲ |

ଅଥ ବିଷ୍ଣୂଶର୍ମକର୍ତ୍ତୃକ ହିତୋପଦେଶଃ |

ଅନ -- ଏହି ସକଳ ବୃତ୍ତାନ୍ତ ଦେଖି ଇହା କ‌ହି -- ଶ୍ଳାଘ୍ୟ; ଏହେତୁଋ ଆମ୍ଭେ ସୁଦ୍ଧା ତୁ -- ଆମ୍ଭଙ୍କୁ ମିତ୍ରତାରେ ଅନୁଗ୍ରହ କରିବାକୁ -- ଇହା ଶୁଣି ହିରଣ୍ୟକ ଗର୍ତ୍ତ ମଧ୍ୟରେ ଥାଇ କ‌ହିଲେ, କିଏ ତୁମ୍ଭେ ? ସେ କ‌ହିଲା, ଆମ୍ଭେ ଲଘୁପତନ‌କ ନାମରେ କାକ । ହିରଣ୍ୟକ କ‌ହିଲା, ତୁମ୍ଭ ସ‌ହିତା ମିତ୍ରତା କି ? ଯେହେତୁଋ,

ଯ‌ତ୍ଯଦେନ ଯୁଜ୍ୟତେ ଲୋକେ ବୁଧସ୍ତ‌ତ୍ତେନ ଯୋଜୟେତ୍ । ଅହମନ୍ନଂ ଭବାନ୍ ଭୋକ୍ତା କଥଂ ପ୍ରୀତିର୍ଭବିଷ୍ୟତି ।।

ଲୋକରେ ଯେ ଯାହା ସ‌ହିତ ଉପ‌ଯୁକ୍ତ ହୁଏ, ପଣ୍ତିତ ଲୋକ ତାକୁ ତାହା ସ‌ହିତ ଉପ‌ଯୁକ୍ତ ହୁଏ, ପଣ୍ତିତ ଲୋକ ତାକୁ ତାହା ସ‌ହିତ ମେଳନ କରାଇବ । ଆମ୍ଭେ ଭୋଜ୍ୟ, ତୁମ୍ଭେ ଭୋକ୍ତା, ଏଥିରେ କିଋପେ ପ୍ରୀତି ହେବ ? ଭକ୍ଷ୍ୟ ଭକ୍ଷକ ଦୁହିଙ୍କର ଯେଉଂ ପ୍ରୀତି ସେ ବିପତ୍ତିର କାରଣ ହୁଏ; କାରଣ କି ଶୃଗାଳ ହେତୁଋ ପାଶରେ ବଦ୍ଧ ମୃଗ କାକ‌କର୍ତ୍ତୃକ ରକ୍ଷିତ ହେଲା ।

କାକ କ‌ହିଲା, ଏ କି ପ୍ରକାର ?

ହିରଣ୍ୟକ କ‌ହୁଅଛି ମଗଧ ଦେଶରେ ଚମ୍ପକାବତୀ ନାମରେ -- ବନ ଅଛି, ସେଠାରେ - ଦୁହେଁ ଚିରକାଳ‌ଋ ବଡ଼ ସ୍ନେହରେ ବାସ କରିଥାନ୍ତି । -- ଭ୍ରମଣ କ‌ଋଥିଲା, ଏଥିମଧ୍ୟରେ କୌଣସି -- ଦେଖି ଚିନ୍ତାକଲା, ଆଃ କି ପ୍ରକାରେ ଏହି ଉତ୍ତ ---- ଇବା ? ଯାହାହେଉ, ବିଶ୍ୱାସ ଜନ୍ମାଇବ । ଏହି ପରାମର୍ଶ କରି ସମୀପ ଯାଇ କ‌ହିଲା, ହେ ମିତ୍ର, ତୁମ୍ଭର ମଙ୍ଗଳ ଅଛିତ ? ମୃଗ କ‌ହିଲା, କିଏ ତୁମ୍ଭେ ? ଶୃଗାଳ କ‌ହୁଅଛି, କ୍ଷୁଦ୍ରବୁଦ୍ଧି ନାମରେ ଶୃଗାଳ ଆମ୍ଭେ, ଏହି ବନରେ ବାନ୍ଧବ ହୀନ ହୋଇ