ପୃଷ୍ଠା:Prachina Odia Kabita.pdf/୧୧

ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୦ମ-୧୪ଶ ଶତାବ୍ବୀ

        ଗୁରୁବାକ୍ ପୁଚ୍ଛିଆଁ ବିନ୍ଧ ନିଅମଣ ବାଣେ
        ଏକେ ଶରି ସନ୍ଧାନେଁ ବିନ୍ଧହ ବିନ୍ଧହ ପରମଣିବାଣେ ।
        ଉମତ ସବରୋ ଗରୁଆ ରୋଷେ
        ଗିରିବର ସିହର-ସନ୍ଧି ପଇସନ୍ତେ ସବରୋ ଲୋଡ଼ିବ କଇସେ ।

[ପାବତ-ପର୍ବତ; ମୋରାଙ୍ଗୀ-ମୟୁରାଙ୍ଗ; ଗୀବତ-ଗ୍ରୀବା; ଉମତ-ଉନ୍ମତ୍ତ; ଗୁହଡ଼ା-ଗୁହାରି; ଣିଅ-ନିଜ; ଗଅଣାତ-ଗ‌ଗନାନ୍ତ; ହିଣ୍ଡଇ-ହେଣ୍ଡଇ; ଖାଟ-ଖଟ; ଣିଅ-ନିଜ; ଗଅଣାତ-ଗ‌ଗନାନ୍ତ; ହିଣ୍ଡଇ-ହେଣ୍ଡଇ; ଖାଟ-ଖଟ; ସେଜି-ସେଜ; ନୈତାମଣି-ନୈରାତ୍ମା; ପ୍ରେହ୍ମ-ପ୍ରେମ; ହିଅ-ହୃଦୟ; ତାମ୍ବୋଲା-ତାମ୍ବୁଳ; ସୁନ-ଶୁନ୍ୟ; ନିଅମଣ-ନିଜ ମନ; ପରମଣିବାଣେ-ପରମନିର୍ବଣେ; ସିହର-ଶିଖର]