ୟେହା ପାଳି ଅପୁତ୍ରୀକ ଦୋଷ ମୋର ଯିବ ସୁଭାଗ୍ୟ ବଳରୁ ମୋତେ ଦେଲାଟି ଦଇବ । ପଦ୍ମବନରୁ ସମ୍ଭବ ଅଟେ ବଡ଼ ଶୋଭା ନାମ ଗୋଟି ରାଧା ୟାର ଅଟେ ପଦ୍ମପ୍ରଭା । | ୧୦୮। ('ହରିବଂଶ', ୭ମ ଖଣ୍ଡରୁ ଗୃହୀତ)