ରାସ ବିନୋଦ ଚରିତ୍ର କେ କହିବ ରାସ ବିନୋଦୀ ତା ଜାଣନ୍ତି ଶ୍ରବଣ ଲୋଚନେ ପାନ କଲେ ମନେ ଅଧିକ ବଢ଼େ ଆସକ୍ତି, ସୁଜନେ ହେ । ।୧୪। ('ଗୋପୀ ଚନ୍ଦନ', ତୃତୀୟ ଛାନ୍ଦ ଓ ଷଷ୍ଠ ଛାନ୍ଦରୁ ଗୃହୀତ)