ପରିଜନେ ଦ୍ୱାର ଫେଡ଼ିଲେ ଆଟ ଭିତରେ ବିଜେ ସଧୀରେ ଦେବରାୟା ଅଭନବ ଇନ୍ଦ୍ରଦ୍ଯୁମନ ଅବତାରା । ଯୁଗେ ଯୁଗେ ରହିଲେ ଏ କୀରତି ବିସ୍ତାରା । ରାମଚନ୍ଦ୍ର, ନୃପତି ଦୁର୍ଲଭ କିର୍ତ୍ତି ଏ । ୯୦। ଚ୍ଚାନ୍ଦ ଭଣେ ଇହ ପରଲୋକ ଗତି ଆ ।