କିଛି ହିଁ ମତି ହରିତ ଗତି ନ ଚଳେ ରାମାର ପାଦ ନିତମ୍ବଭାରେ ଚଳଇ ଥିରେ ମନରେ ଭରି ବିଷାଦ । ମଦନ ମତ୍ତେ ଆନନ୍ଦ ଚିତ୍ତେ ସକଳ ଗୋପିକା ନାରୀ ଶ୍ରୀକୃଷ୍ଣ ପାଶେ ମିଳିଲେ ତୋଷେ ସାତ୍ତ୍ୱିକ ଶରୀର ଘାରି ।