ପୃଷ୍ଠା:Prachina Odia Kabita.pdf/୨୭୪

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୬୪
ପ୍ରାଚୀନ ଓଡ଼ିଆ କବିତା
 

ଶୁଣି ନୃପତି ଶୋକ ଶାନ୍ତି କରି
ବାହୁଡ଼ିଣ ଅଇଲେ ନିଜ ପୁରୀ ।
ବଡ଼ଶିଙ୍ଘାର ବେଳେ ନରେ ଯାଇ
ଦେଖ ଅଖିଳ ବ୍ରହ୍ମାଣ୍ଡ ଗୋସାଇଁ । ।୧୧୦।
କରି ଦର୍ଶନ ଦୁରିତ ବିନାଶ
ମନ ବେଦନା ଜଣାଇଣ ଆସ ।
ଶିଶୁ ପ୍ରତାପ ରାୟେ ଶିଶୁମତି
କର କରୁଣା ଲକ୍ଷ୍ମୀ ଦେବୀ ପତୋ ।

('ଶଶିସେଣା', ଦ୍ୱିତୀୟ ଓ

ପଞ୍ଚମ ଛାନ୍ଦରୁ ଗୃହୀତ)

*