ୟେତେ ବୋଲି କରିଣ ସେ କୁସୁମ ତୋଳିଲେ ଓଝାୟେ କୋପ କରିବେ ଉଛର ହୋଇଲେ । ଇଚ୍ଛାବତୀ ଚାଟ ଦୁହେଁ ଚଳିଗଲେ ଖରେ ପ୍ରବେଶ ହୋଇଲେ ଯାଇଂ ଚାଟଶାଳୀ ଘରେ । । ୧୯୮ ।