ପୃଷ୍ଠା:Prachina Odia Kabita.pdf/୩୫

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୫ଶ ଶତାବ୍ଦୀ
୨୯
 

ଦ‌ଧି ବାମନ ଅନୁକୂଳ ସମସ୍ତ ଅନୁକୂଳେ
ଜଗତ୍ର ୟେକେ ଯାତ୍ରା ମାଗୋ ତୁହି ସର୍ବମଙ୍ଗଳେ ।
ତବ ପଦ୍ମ‌ପାଦେ ଯେ ବିନୟେ ଭଗତି
ଜୟ ଜୟ ଦୁର୍ଗା ମାଗୋ ଅନ୍ନ‌ପୂର୍ଣ୍ଣା ପାର୍ବତୀ । ।୭।

କରନ୍ତି ରଣେ ଯେ ବିନୟେ ଦୟିନି
ବଦନ୍ତି ସାରଳା ଦାସ କବି ଶୂଦ୍ରମୁନି । । ୮।

*