ପୃଷ୍ଠା:Saikelara Kahani.pdf/୮୦

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

www.cycling.org/lists/hardcore-bicycle-Science
ସାଇକେଲ ବିଜ୍ଞାନର ସୁନ୍ଦର ବର୍ଣ୍ଣନା ।
www.ibike.org/historymuseum.htm
ଆନ୍ତର୍ଜାତୀୟ ସାଇକେଲ ଫଣ୍ଡର ୱେବସ୍ଥଳୀ ।
www.bicyclemuseum.com
ଆମେରିକାର ସାଇକେଲ ସଂଗ୍ରହାଳୟର ମୂଳପୃଷ୍ଠା ।

କିଛି ସାଇକେଲ ତ‌ଥ୍ୟ


ପୃଥିବୀର କେତେ ମୁଖ୍ୟ ସହରରେ ସାଇକେଲର ବ୍ୟବହାର

ସ‌ହର/ଦେଶ ମୋଟ ଗମନାଗମନର ଶତକଡ଼ା ଭାଗ
ବାଇଜିଙ୍ଗ, ଚୀନ ୪୮
ଢାକା, ବାଂଲାଦେଶ ୪୦
ଏର୍‌ଲାଙ୍ଗେନ, ଜର୍ମାନୀ ୨୬
ଟୋକିଓ, ଜାପାନ ୨୫
ମସ୍କୋ, ରୁଷିଆ ୨୪
ନୂଆଦିଲ୍ଲୀ, ଭାରତ ୨୨
କୋପେନହେଗେନ୍, ଡେନମାର୍କ ୨୦
ବାସେଲ୍, ସ୍ୱିଜରଲାଣ୍ଡ ୨୦
ପାରିସ୍, ଫ୍ରାନ୍‌ସ ୨ରୁ କମ୍