ଏହି ପୃଷ୍ଠାଟି ବୈଧ ହୋଇସାରିଛି

କାହାର ନାଁ ଯେପରି ମୋ ଦେହରେ ଖୋଦେଇ ନ କରାଯାଏ । ହେଲେ ସୋଷ୍ଟ୍ରଟସ୍‍ ଥିଲେ ଚାଲାକ । ସେ ନିଜର ସ୍ଥପତି ପରିଚୟକୁ ମୋ ଉପରେ ଖୋଦେଇ କରିିଥିଲେ ଏବଂ ତାହା ଉପରେ ପଲସ୍ତରା କରି ଖୋଦେଇ କରିିଥିଲେ ଟୋଲେମିଙ୍କ ନାଁ । କିଛିବର୍ଷ ପରେ ପଲସ୍ତରା ନଷ୍ଟ ହୋଇଗଲା ଓ ଲୋକେ ଜାଣିଲେ ମୋର ପ୍ରକୃତ ସ୍ଥପତି କିଏ ।

ସପ୍ତାଶ୍ଚର୍ଯ୍ୟ ୮୧