ପୃଷ୍ଠା:Sri Jagannath (MM Tripathy, 2012, 3e. 2014).pdf/୧୭

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଶ୍ରୀଜଗନ୍ନା ମନ୍ଦିରର ନିର୍ମାତା ଓ ନିର୍ମାଣ କାଳ ଓଡ଼ିଶାରେ ଗଙ୍ଗ ରାଜବଂଶର ପ୍ରତିଷ୍ଠାତା ରାଜା ଅନନ୍ତବର୍ମନ ଚୋଡ଼ଗଙ୍ଗ ଦେବଙ୍କଦ୍ୱାରା ଦ୍ୱାଦଶ ଶତାବ୍ଦୀରେ ବର୍ତ୍ତମାନର ପୁରୀ ଶ୍ରୀଜଗନ୍ନା ମନ୍ଦିର ନିର୍ମାଣ କରାଯାଇଛି ବୋଲି ବିଶ୍ୱାସ କରାଯାଏ ା ଏହା ସାଧାରଣ ଭାବେ ସ୍ୱୀକୃତ ା କେତେଜଣ ବିଦ୍ୱାନ ମତ ଦିଅନ୍ତି ଯେ ଚୋଡ଼ଗଙ୍ଗଦେବ ମନ୍ଦିର ନିର୍ମାଣ କାର୍ଯ୍ୟ ଅାରମ୍ଭ କରିିଲେ, କିନ୍ତୁ ଅନଙ୍ଗଭୀମଦେବ(୩ୟ)ଙ୍କ ସମୟରେ ତାହାର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇିଲା ା ଷ୍ଟର୍ଲିଙ୍ଗ୍‍ ତାଙ୍କର ଓଡ଼ିଶା ଇତିହାସରେ ଲେଖିଛନ୍ତି ଯେ, ଅନଙ୍ଗଭୀମଦେବ (୩ୟ) ଖ୍ରୀଷ୍ଟାବ୍ଦ ୧୧୯୬ରେ ମନ୍ଦିର ନିର୍ମାଣ କରିିଲେ ା ହଣ୍ଟରଙ୍କ ମତରେ ମନ୍ଦିର ନିର୍ମାଣ ଖ୍ରୀଷ୍ଟାବ୍ଦ ୧୧୭୪ରେ ଅାରମ୍ଭ ହୋଇ ୧୧୯୮ରେ ଶେଷ ହେଲା ା ଅାର୍‍. ଡି. ବାନାର୍ଜିଙ୍କ ମତରେ ଏକାଦଶ ଶତାବ୍ଦୀର ଶେଷ ଭାଗରେ ଚୋଡ଼ଗଙ୍ଗ ଦେବ ମନ୍ଦିର ନିର୍ମାଣ କରିିଲେ ା ମହାମହୋପାଧ୍ୟାୟ ସଦାଶିବ କାବ୍ୟକଣ୍ଠ ଲେଖିଛନ୍ତି ଯେ, ଖ୍ରୀଷ୍ଟାବ୍ଦ ୧୧୯୬ରେ ଚୋଡ଼ଗଙ୍ଗଦେବ ମନ୍ଦିର ନିର୍ମାଣ କରିିଲେ ା ମାଦଳାପାଞ୍ଜି (ସଂପାଦନା- ପ୍ରଫେସର ଅାର୍ତ୍ତବଲ୍ଲଭ ମହାନ୍ତି)ରେ ଉଲ୍ଲେଖ ଅଛି ଯେ ଅନଙ୍ଗଭୀମ ଦେବ ମନ୍ଦିର ନିର୍ମାଣ କରିିଲେ ା ଇତିହାସ ପ୍ରାଧ୍ୟାପକ କୈଳାସ ଚନ୍ଦ୍ର ଦାସଙ୍କ ମତରେ ଚୋଡ଼ଗଙ୍ଗ ଦେବଙ୍କ ଦ୍ୱାରା ମନ୍ଦିର ନିର୍ମାଣ କରାଯାଇିଲା ଓ ସେିରେ ବିଗହ୍ର ମାନଙ୍କୁ ଖ୍ରୀଷ୍ଟାବ୍ଦ ୧୧୨୪-୨୫ରେ ସ୍ଥାପନା କରାଯାଇିଲା ା ବିଶିଷ୍ଟ ଗବେଷକ ତା ଶିଳାଲେଖବିତ୍‍ ଡକ୍ଟର ସତ୍ୟନାରାୟଣ ରାଜଗୁରୁ ଲେଖିଛନ୍ତି ଯେ ଶ୍ରୀକ୍ଷେତ୍ରର ସମୁଦ୍ରତଟରେ ଏକ ପୁରୁଷୋତ୍ତମ ମନ୍ଦିର ିଲା ା କୌଣସି କାରଣରୁ ଏହି ମନ୍ଦିର ଭାଙ୍ଗିପଡ଼ିବାରୁ ଏହାର ଦେବତାଙ୍କୁ ରାଜା ଯଯାତି (୨ୟ)ଙ୍କ ଦ୍ୱାରା ନିର୍ମିତ ଏକ ନୂତନ ମନ୍ଦିରକୁ ସ୍ଥାନାନ୍ତର କରାଯାଇିଲା ା ଯଯାତିକେଶରୀଙ୍କ ଉକ୍ତ ମନ୍ଦିରଟି ହେଉଛି ବର୍ତ୍ତମାନର ଶ୍ରୀଜଗନ୍ନା ମନ୍ଦିର ଭିତରବେଢ଼ାର ଦକ୍ଷିଣ ପାର୍ଶ୍ୱରେ ିବା ନୃସିଂହଦେବଙ୍କ ମନ୍ଦିର ା ଏକାଦଶ ଶତାବ୍ଦୀର ପ୍ରମାର୍ଦ୍ଧରେ ନିର୍ମିତ ଏହି ବିଷ୍ଣୁ ମନ୍ଦିରରେ ଚତୁର୍ଭୁଜ ବିଶିଷ୍ଟ ଶ୍ରୀପୁରୁଷୋତ୍ତମଙ୍କର ବିଗ୍ରହ ସ୍ଥାପନ କରାଯାଇିବା ସମ୍ଭବ ା ଏହି ବିଗ୍ରହ ନୀଳ ପ୍ରସ୍ତରରେ ନିର୍ମିତ ହୋଇିଲା ା ରାଜା ଚୋଡ଼ଗଙ୍ଗଦେବଙ୍କ ଜୀବନକାଳରେ ମନ୍ଦିର ନିର୍ମାଣ ଯଦିଓ ପ୍ରାମିକ ସ୍ତରରେ ଶେଷ ହୋଇସାରିିଲା, ବହୁକାଳ ପର୍ଯ୍ୟନ୍ତ ସେିରେ କାରୁକାର୍ଯ୍ୟ ଶେଷ ହୋଇ ପାରି ନିଲା ା ଖ୍ରୀଷ୍ଟାବ୍ଦ ୧୨୩୦ରେ ପୁରୀର ଶ୍ରୀଜଗନ୍ନା ମନ୍ଦିର ଓ ସେିରେ ପ୍ରତିଷ୍ଠିତ ବିଗ୍ରହମାନଙ୍କୁ ଅନଙ୍ଗଭୀମଦେବ (୩ୟ) ସମ୍ପନ୍ନ କରିିଲେ ା ଯାଗଯଜ୍ଞରେ ପ୍ରମେ ନୃସିଂହଙ୍କ ପ୍ରତିମା ସ୍ଥାପନ କରି ତାଙ୍କରି ପୂଜା ସମ୍ପନ୍ନ କରିବା ବିଧି ଧର୍ମଶାସ୍ତ୍ରରେ ଉଲ୍ଲେଖ ଅଛି ା ସେହି ନୃସିଂହଙ୍କ ବିଗ୍ରହକୁ ଯଜ୍ଞ ନୃସିଂହ ନାମରେ ପରିଚିତ କରାଯାଏ ା ବୋଧହୁଏ ଶ୍ରୀମନ୍ଦିର ପ୍ରତିଷ୍ଠାପାଇଁ ଯଜ୍ଞ ନୃସିଂହ ପୂଜିତ ହୋଇିଲେ; ତାଙ୍କୁ ନୃସିଂହ ମନ୍ଦିରରେ ସ୍ଥାପନ କରିିବାରୁ ସେହି ମନ୍ଦିର ପରବର୍ତ୍ତୀ ୧୩ଶ ଶତାବ୍ଦୀ ବେଳକୁ ନୃସିଂହଙ୍କ ନାମରେ ପରିଚିତ ହେଲା ା ଏଣୁ ମହାରାଜା ଯଯାତିଙ୍କ ରାଜତ୍ୱ କାଳରେ ଏକାଦଶ ଶତାବ୍ଦୀର ୧୮

ଶ୍ରୀଜଗନ୍ନା ଆଲବ ଘଯଷଜ୍ଞଶବ ଟ୍ଟଯଳ (ବବଲବଚ୍ଛଯଷଜ୍ଞଶବଅଵଲବଷକ୍ଷ.ମଚ୍ଛଲ)