ପୃଷ୍ଠା:Sulakshana (A Samanta Sinhar, c. 1780).pdf/୧୭

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ସୁଲକ୍ଷଣା । ସେ ନ ଭକଲେ, ଛବ ଅବଶ୍ଯ ଯିବ । ଶ୍ରୀଅଙ୍ଗ ଛୁଇଁଥୁଲେ ଗର୍ଭଭ ହେବ ହେ । ୨ ସୁରତ୍ତେ ଏଭେ ଭଲ ଅଭୁର ହୋଇ । ସୁରନ୍ ଜାନୁ ଧର ହେଲ ଝୁଲାଇ ଯେ । ସୁଲକ୍ଷଣା ଚମକୁ ଉଠି ବସିଲ ! ଶ୍ରୀହସ୍ତେ ନେଇ ଘସି ଅନାଇ ଦେଇ ଯେ । ୩ | ଶୋଇସାଗର ମୂର୍ତ୍ତି ପୁରରେ ଦେଖି । ସୁରପ ରୁଷ ପର ଲକ୍ଷି ଯେ { ସ୍ବପ୍ନ ବି ସଭ୍ୟ ମୋର କଳ୍ପ ଦଇବ । ସୁଭୃତ୍ତ ଭୂକ୍ଷେ ଫୁଲ କଲ ଉଭଦ୍ର ଯେ । ୪ । ସୁନ୍ଦର ଏଭେ ସ୍କୁଲ ସଲଛେ ବସି | ଶାମ୍ବ ସୁଦ୍ଧ ମନେ ମନେ ପ୍ରଶଂସି ଯେ । ସ୍‌ପନ ବି ଏ ସ ଛେଳେ ସ୍କୁଲର । ସଂସ୍କାରକର୍ତା କୃଢ ଏକ ନୁହଇ ଯେ । ୫। ସୃଷ୍ଟି ପ୍ରଲୟ୍ କାଲେ ହର ବସ୍ତ୍ର { ସଂସାର ସାର୍ ଖର୍ଚ୍ଚ ହରଣ କରି ଯେ । ସବୁଲେ ଶିବ ଶିରେ ରକ୍ଷୋଭ ଜାଣି । ସ, ରହିଲେ ଜଗି ସେ ଦ୍ରବ୍ୟ ପୁଣି ଯେ ।୬ { ସ୍କର ହତ୍ୟା\ ଶିବ ଶିରରେ ଅଳ୍ପ । ଶଶୀ ପଲାଇ ପୁଣି ଭହ ପଶିଲ ଯେ । ସେ ସବୁ ଭସ୍ମ ସ୍ବ! ସ୍ବରଶ ପାଇ । ସ, ଏ ମୂର୍ତ୍ତି ଉତ୍ସ ଅଛୁ କି ହୋଇ ଯେ । ୭ । ସୁ ସଂଯୋଗରେ କ ମଲେନ୍ଦ୍ର ମଣି। ଶୋଇ ସମୁଦ୍ର ମନ୍ଥା ମୃହୁ ଲବଣୀ ଯେ I ସରୁ କ ଅଣି ଏ ରୁପ । ସଚ୍ଚିଲ୍ । ସଂସାର ନାମ୍ନୀ ଧର୍ମ ନାଶ ଇଚ୍ଛିଲ ଯେ । ୮ ।