ସୁଲକ୍ଷଣ | ୧୭ ଶୁଣି ଅସ୍ଥି ବେଳେ ସୈନ୍ୟ ସେନା ଘେନ ସେକ୍ଟରେ ଧାଇଁଲେ ଅସୁରେ ହସ କଥା ଶୁଣି ସଖିମାନେ କହିଲେ ସୁଲକ୍ଷଣ ବାଲା ଆଗରେ I ସଚ୍ଚନ । ସବୁ ଭୋ ଯୋଗେ ମିଲଇଁ । ଶ୍ରବଣେ ଜମ୍ବୋଷ୍ଠ ଓଷ୍ଠ ଶୁଖିଗଲ ଚୁମ୍ଭେ ହୋଇଙ୍କ ମହାଳରୁ । ୪ । ଶାମ୍ ରୁମର ଚରଣ ଧରି ବାଲା ସବୁର ପଲାଥ ଭ୍ ନାଥ ମୋ କହଇ କି ହେଲା ପ୍ରମାଦ । ମୁଣ୍ଡେ ପ୍ରଭୁ ଭବ ପଦ ଆପଦ । ଶୁଭରେ । ସହରବରେ ଯେବେ ଖୁବ । ସବୁ ସମ୍ପଦ 'ଅଛି ମୋର ପରଣ ଭୂମ୍ଭ ପାଇଁକ ଗଲେ ଯିବ । ୫ | ସୁଖ ପାଖେ ଦୁଃଖ ସ୍ଫୁର୍ମୁଖ ପୁଣି ଲେଖନ କେଢ କରିଥିଲା । ସ୍କୁଲକ୍ଷଣ ନାମ ପୋଡ଼ ମୋର ଅଲକ୍ଷଣ ଅମ୍ବିତ ଏବେ ହେଲା । ସୁନ୍ଦର । ଶରଧା ମୋ ଘରକୁ କରି ସାଗର ଲଙ୍ଘ କାହିଁ ପାଇଁ ଅଇଲ ଏବେ ହେଉଛୁ ଏଇ ପରି ଏ ସେ ସମୟେ ସୈନ୍ୟ ସେନା ସେତ୍ ଘର ଘେରି ଧର ଧର ଡାକିଲେ ଶାମ୍ କୁମରି ଶସ୍ତ୍ର ଧରି ପ୍ରାମ ସିଂହ ଯସ୍ୟା ବାହାରିଲେ । ସମର | ସୈନ୍ୟ ସେନାମୀ ତୁଲେ କରି । ସହସ୍ର ସଂଖ୍ୟାରେ ନୀଶ କଳ୍ପ ବର ଅଭ୍ୟରୁ ଚାରିମା ଦସ୍ତାର । ୭ । ସମସ୍ତେ ମିଲ ବ୍ରହ୍ମମରେ କୁମରମଣି କ ଯତ୍ନନେ ଧରିଲେ । ସଙ୍ଗରେ ନୃପତି ଗୁମ୍ଭରେ ଜନ୍ଧନ କରି ବହନ ନେଇ ଦେଲେ । ସରସେ । ଶଲ ଦିଅ ବଳା ବୋଇଲେ । ସେବକେ ଶୁଣି ବେଖ କରି ଶଲଆ ପଦାକୁ ବୋଲ ଘେନିଗଲେ । ୧୮ ସେ କଥା ଜାଣି ନାରଦ ମୁଳବର ପାଣ୍ଡବଙ୍କ ଅସେ କହିଲେ | ଶ୍ରୀକୃଷ୍ଣ ନନନ ଶାମ୍ବ ରଜିର ସକାଶୁ ବସୁଅଛୁ ଝୁଲେ । ଶୁଣି ସେ । ସଧେ ଶାମ୍ବ ପକ୍ଷ ହେଲେ । ସମରେ ବ୍ରହ୍ମଭ ସୈନ୍ୟ ମାଈଁ ଶାମ୍ବ କୁମରକୁ ଘେନ ଅଇଲେ | ୯ f ସେକଥା ଶୁଣି ଦୁର୍ଯ୍ୟୋଧନ ଅନେକ ସୈନ୍ୟ ସେନ ରଣେ ବାହିଲେ । ଟୁଣି ଯୁକ୍ତିର ସମାଧା ବହୁତ କରି ପ୍ରବୋଧଣ କହିଲେ ।
ପୃଷ୍ଠା:Sulakshana (A Samanta Sinhar, c. 1780).pdf/୨୨
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ