ପୃଷ୍ଠା:Sulakshana (A Samanta Sinhar, c. 1780).pdf/୨୭

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ସୁଲକ୍ଷଣ । ସେକ୍ଷଣ ସେ କ୍ଷଣଦ୍ରାବĘମୁଖୀ, ପଣେ । ସନ୍ଥୀ ସଙ୍ଗଲ ରେ ଦୁଃଖ ଅର୍ଜୁ ଭଲ ସ୍ପଷେ ଯେ । ୩ | ଶ୍ରବଣେ ଶ୍ରବଣେ କାଲା ବହ୍ମ ମୁହ ହେଲ ଭୁବନ ସୁମନସରେ ହେବା ମନାସିଲ୍ ହେ । ୪ | ଶିବ ଶିବ କଲେ ସେହିକାଲେ କହେ ୟୁର । ସୁଭ ସୁଭ ମୋର ସାକ୍ଷୀ କି ସୁବେଶ କର ଯେ । ୫ f ସଙ୍ଗ୍ ସମ୍ଭାରେ ଥାଇ ନୃପତି ଆଜ୍ଞା ଦେଲେ । ସହୀ ସହରରେ ଶୁଣି ଅଭି ମୁଦ୍ର ହେଲେ ଯେ । ୬ । ସଚ୍ଚ ସଚ୍ଚତାକୁ କରି କରିରହାର । ଶଭ ଥର ଦ୍ରା ହ୍ରାସ ହେଲେ ଭଉପର ଯେ ।୭ { କ୍ଷୁଙ୍ଖ ଶଙ୍ଖ ଶଙ୍ଖ ନାନାଜା ବାଦ୍ୟ ବାଜେ । ସତ୍ଵର ସ୍ଵରେ ଉତ୍ସବ କେତେ ବିଜେ ହେ । ୮। ସୁବର୍ଣ୍ଣ ସୁବର୍ଣ୍ଣ ବେସ୍‌ ପରେ କନ୍ୟା ବର } ସ୍ଫୁର ସ୍କୁ ରପ୍ସୁଭ ସକ୍ଷରେ ଦ୍ୱିଜବର ଯେ । ୪. ସାର ସାରଦା ଦନର ତାହ ଧାନ । ଶ୍ରୀବତ ଶ୍ରୀବଳ ଦେଲେ ଯଉତୁକମାନ ଯେ । ୧୧ । ଶିର ସ୍ଥିର ପାଣି ଆଦେ ଇ ଦୁର୍ଯ୍ୟୋଧନ । ସୁଟିରେ ସୁଟରେ କଳ୍ପ ମେଲାଣି ବଧାନ ଯେ । ୧୧ । ଶଙ୍ଖ ଶଙ୍ଖଥର ବାଇ ସ୍ପୁରକୁ ଗଲେ । ସରୁ ସରୁଠାରୁ ଦେଖି ସବେ ମୁଦ୍ର ହେଲେ ଯେ | ୧୨ | ସୂପ୍ରଭା ସୁପ୍ରଭ ବଧୂ ଦେଖି ଶାଶୁ ଶେଷ | ସତ୍ତ୍ୱେ ସହାଇ ଶଶୀନସରେ ଅଦୃଶ ଯେ | ୧୩ | ସ୍ମର ସ୍ମରଣ ଚନ୍ତାରୁ ଯେତେ ଦେଉଥିଲା । ଶେଷ ସେ ସବୁ ସେଦନ କରି ମନୁ ହେଲା । ୧୪ |