୨୪ ) ସୁଲକ୍ଷଣ|| ବବନ୍ଧୁ ପଇରେ ଚଢି । ପୁଲକ ପ୍ରଶଇ । ସୁରଣ୍ଡ ରସ୍ଥ ଦର୍ଶନେ ରସେ ରସେ ପଢି । ସୁର- ଭାରେ ପୁଣି କେତେ ଭୁବ ଉପଭି | ୭ | ସୁରମଣିରେ ଦେବାରୁ ଦ୍ରୌପଦୀ ତପଥି । ସୁରମଣିରୁ ବଲର ଅନନ୍ଦ ସମ୍ପୂର୍ଣ୍ଣ । ସାର ଫିଲ ଖେଲେ ପ୍ରୀତ୍ତ କଲେ ବିପତ୍ତ । ଖାରବାଦ ହଟ୍ କାଲୁକୁ ଘୂରିତ | ୮ | ସୁରସିକା ପଦ୍ମ ସେବା ବ୍ୟଜନ ର୍ନିବା । ସୁରଙ୍ଗ ପଦ୍ମ ଚଢ଼କୁ ରସିକ ଭଲବା । ସନ୍ଧ୍ୟାସ ସନ୍ଧ୍ୟାର ପ୍ରସ୍ତୁର ଏହିରୂପେ ପ୍ରେମମଭି ଧ । ସମ୍ବର ପ୍ରାନ୍ତ କଲେ ଏହି ବିଜ୍ଞାନରେ । ଶମ୍ବଘର ଭ ନ ଦେଖିଲେ ସ୍ବପନରେ । ସୁମଭି କାର୍ଯ୍ୟ ବଣରେ 'ଅନ୍ତର ହେବାରୁ । ସୁମରଇ ପଢି କାମ ଅଭୁର ହେବାରୁ । ୧୦ । ସାଉ ସାକ୍ଷି ସମୟର ପିଭୁଲା ଗଞ୍ଜାଇ । ସାରଇ ଦିନ ନନ ସ୍କୁଲସ୍ ବଢ଼ାଇ । ସ୍କୁଲକ୍ଷଣ ପ୍ରନେ ଶୀଶୁ ଦର୍ଶକୁ ବାହୁଡେ । ମୁଲ୍ଭ୍ ପରି ଦର୍ଶନ ଲବ୍ଧ ପଥ ହୁଡେ । ୧୯ | ସେଲେ । ସେ ପିତୁଳାଙ୍କୁ ଋ କହେ କାନ୍ତୁ । ସେ କାମଦାମ ଇଲେ କା ସଙ୍ଗେ ଏକାନ୍ତୁ । ସକାମ କ୍ରମେ ସେ ବାଲା କଲ ପୃଥା ମାନ ! ଶଙ୍କାକଲେ ଗ୍ଲ କର ଦେଖିଣ ଏମାନ । ୯୬ | ସ୍ବରୁପ ପିରୁଲା ତେକ ଛରେ ଧରି କର । ସରସ୍ଵରୁପାକୁ ବୋଲେ ଏ କ ଵିଭି କର | ଶୁଚନପୁଣାକୁ କୋଲେ ଧରି ସ୍ନେହ କରେ । ସୁଶକ ଧରି ନାନା ସର୍ଭେ ଋ କରେ | ୯ | ସେ ଚରିତ ଆର ଛନେ ଶୁଣିକ ସାଧବ । ସ୍ମର କୃପାମ୍ପର ମୂହଁ ଲଭେ ମହୋଦ୍ଧବ । ସାମନ୍ତ ସିଂହାର ମାଗେ ଆ ରମାଧବ । କାମ ରୁପେ ନୂଅ ଭୂମ୍ ସମ ପ୍ରାଣଧବ ।୪। ସମ୍ଭନ୍ତ ଭୁମ୍ଭେ ମୁଁ ଦାସ ନ କରି ବନା । ଶାମ୍ବ ସୁଲକ୍ଷଣ ଗାଁଉ ହେଉ ବିରଚନା । GPNanda Colln., Digitized by srujan ika@gmail.com
ପୃଷ୍ଠା:Sulakshana (A Samanta Sinhar, c. 1780).pdf/୨୯
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ