ସୁଲକ୍ଷଣ । ଗ ବଣ୍ଡି ଅଦ୍ୟାନୁପ୍ରାସ । ଶଙ୍ଖା ନାଟ୍ୟଜ ନିଦ୍ଧ ଅର୍ବ କାମ । ଶଶଧର ପୁଣି ହୋଇଛ ବାମ ଶିଶିର ଋଭୁ ଶେଷ ଜନ୍ମ ପୁଣି 36 ସ୍କୁ ସୁ ସ୍ଵରେ କହେ କୋଳଲ ବାଣୀ । ସକାରେ କାନ୍ତୁ । ଶେଷେ ଚହୁ ବସି ଏକାନ୍ତ | ୪ | ପ୍ରାନ୍ତାନୁପ୍ରାସ । ସଂସାରେ ବସନ୍ତ ଋତୁ ଜନନ ! ସଚ୍ଛୁ ଭହଁ ଘେନ କାନନ । ସଧୀରେ ବହେ ପୁଣି ସର୍ଭର । ସଙ୍କ ଜାଭ ହେତୁ ଏ ସମ୍ଭବ । ଷପଦ ଘୁଷ୍ଠିନ । ସହରେ ଅନାର କାହା ଆନନ ୫ । ପ୍ରାନ୍ତ ଦ୍ୱିଖ ଯମକ । ସେ ମଧ୍ୟରୁ ହୃଦ ଭେଦରେ ପରେ । ସଂହନନ ମନମଥରେ ଥରେ । ସସ୍ନେହେ ଛନ୍ଦାଛନ୍ଦ ଭଜେ ଉଠେ । ଶୁଅନ୍ତି ନାହିଁ ଦିନେ ଶେଯେ ସେ ଯେ | ଶଙ୍କା ହରି ହର । ସେ ଭାବେ ଏବେ ବାର ବାର |୬| + ବାଁ ଆଦ୍ୟ ଯମକ । ସାର ସାଂସଲନ ବୋଲି । ସରୁ ସରୁପା ମୋ ପ୍ରାଣ ସଜ ଈବ୍ଦ ଶୁଭି କି ନ ରୁଚଇ ମୋର । ସର୍ଗ ସଙ୍ଗୀର ରାନ୍ତ ଜନ ତୋର । ସ୍ଵରସ ରସଦା । ଗୁଣ ସୁପରେ ହେରୁ ସଦା ୧୭ । ମନୁପ୍ରାସ । ସେ କଥା ସୁମର ମରି ନ ଗଲି । ସଂସାରେ କାନ୍ତ କାଇର ନବଲି । ଘଣି ମୂରୁଛ? ଛାତ୍ର ଜୀବନ । ସଂଧ୍ୟା ବଢ ବହୁଳ୍କ ଏସନ । ସୁନା ମନାସେ ! ସବୁ ମୋ ଅସୁନ ଭୂତ ବଶେ । ୮ । ଶୃଙ୍ଖଲା । ଶିର ନଅଇ ବସୁ ମୋ ପ୍ରାଣରେ । ସରେ ଜବେକମୀନ ଅସ୍ତ୍ରରେ । ଶର ଦହେ ନାମ ପାଇ ଅପ୍ସର । ସରଲ ଏବେ କି ରୁପେ ବାସର । ସରଗ ଈଶରୁ । ଝରୁଷ ଗୁରୁ ହୋଇସବ ସରୁ ll
ପୃଷ୍ଠା:Sulakshana (A Samanta Sinhar, c. 1780).pdf/୩୨
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ