ପୃଷ୍ଠା:Sulakshana (A Samanta Sinhar, c. 1780).pdf/୮

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

________________

ସୁଲକ୍ଷଣୀ । ସୁନାଶିର ସହସ୍ରାକ୍ଷ ବାସୁଦେବ ଅଶେଷ ପ୍ରିୟା ପ୍ରାରବଣି । ମହାରେ ସେ ଏମନ ମାନସ । ସମ କେ ଅଉ ଧନରୁ ସ୍ଵୟଂବରରେ । ସମସ୍ତ ରଜା ଅଣାଇବା । ଭୃଣୋଦଙ୍କ କେ ଜାଣେ କାହା ସ୍ଵଇରେ କରି ଝରୁ ଭଟ୍ଟ 'ଅବା । ୨ । ସ୍ଵେ ଏ ନଗ୍‌ର ସୀଉକାର କର ସହ ଭୂର୍‌ଜଳ ବରଲେ । ସମ୍ଭବ ହୋଇ ଅକ୍ଷର ପାଇ ଆସି ହନା କଳେ ମିଳଲେ । ସଦ ରଜାଙ୍କ । ସେ ଦୁର୍ଯ୍ୟୋଧନ ପୂଜା କଲେ । ସଇଜ ସମହ ଶିକ ଭୋଜନ ମହା ପୂରର ଅବହେଲେ | ୩ | ଶେଷଶିର ଶ ଭଲ ଭଲ ପାଇ ଅଧୂକ କି କହିବା, ପଣି | ସକାଲେ ସେ ସଙ୍ଗେରେ ଖୁସି ମିଳିଲେ ନାରଦ ମୁନଚୁଡ଼ାମଣି । ସଙ୍ଗ ସଜନ । ସନ୍ତୋଷେ ଶୁଭେ ପୂଜା କଲେ । ସମ୍ଭବ ଏଡ଼ କାହିଁ କ ନୁନ ଦୁର୍ଯ୍ୟୋଧନ ମୁଖ୍ୟ ସ୍ପର୍ସ ପୁଚୁଲେ । ୪ । ସେ ବୋଲେ ସୁଲକ୍ଷଣା ସମେ ସଂସ୍କାର ନିଧେ ନ ମିଳଙ୍କ ବରଡ଼ | ସ୍ଵଇଛରେ ବର ବିରବ ସୁନ୍ଦପ୍ନ ଏଣୁ କଲ୍ ସବରଜ । ଧ୍ୱନି ଏ ବାଣୀ । ସନ୍ତୋଷେ ନାରଦ କହିଲେ । ସି ସାରର ସୁନ୍ଦର କୃଷ୍ଣସୁଜ ଧାମ୍ ଅଞ୍ଜ କରି ତା ଭୂଲେ ।* 1 ଶୁଣି ଦୁର୍ଯ୍ୟୋଧନ ପାଣ୍ଡବ ପକ୍ଷରେ ହଂସ କରି କହେ ଦନ୍ତନ । ସେ ଯଦୁଙ୍କ ଗଜଥା ନାହିଁ ତାଙ୍କ ସଙ୍ଗେ କ ବନ୍ଧୁ ସମାଧୀନ। ଶୁଣି ସହଭ । ସୁବୁଦ୍ଧି ନୁନ ୧୯ଧ ବହି । ସେଠାରୁ ଅନ୍ନଦ୍ଧାନ ହୋଇ ପ୍ରବେଶ ହେଲେ ସେ କନ୍ୟା ଦୁଇ ଯହଁ । ୨ । ସଖି ସବୁ ଘେନ ସୁଲକ୍ଷଣ ଆସି ମୁଲଙ୍କ ପାଦେ ପ୍ରଣମିଳ୍ପ । ସୁକଳ୍ପଣ ମୁକ୍ତା କଲେ ସଙ୍ଗ ଶୁଭେ କୃଷ୍ଣ ବଧୂ ହୁଅ ମହିଳା । ଶୁଣି ଏମନ୍ତ । ସ୍କୁଲକ୍ଷଣା ଲବ୍ଧ ପାଇଲ୍ସ ଓ ସଙ୍ଗ ବସୀ ବୟସ୍କ ମନ ଜାଣି ପ୍ରଶ୍ନଉତ୍ତର ପୁଣି ଦେଲା । ୭ । GPNanda Colln., Digitized by srujanika@gmail.com