"ସାବିତ୍ରୀ ଓଷା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟାଇପ କରା ତଥ୍ୟ
ଟାଗ ଠିକ କଲି
୧ କ ଧାଡ଼ି:
{{header
| title = ସାବିତ୍ରୀ ଓଷା
| author = ବୁଦ୍ଧିଆ
| translator =
| section =
୯ କ ଧାଡ଼ି:
| notes =
}}
<center>
 
<poem>
 
ବନ୍ଦଇ ଦେବ ନାରାୟଣ । ଅନାଦି ପରମ କାରଣ ।।
ଜଗତ ହିତେ ଦେହଧାରୀ । ଧରାରେ ଧର୍ମ ରକ୍ଷାକାରୀ ।।
Line ୨୯୪ ⟶ ୨୯୩:
ଏ ବ୍ରତ ଆଚରି ସେ ସତୀ । ହୋଇଲେ ଶତ ପୁତ୍ରବତୀ ।।
ଲଭିଲେ ଅଷ୍ଟ ଅଇଶ୍ୱର୍ଯ୍ୟ । ଜୀବନ କଲେ ଉପଭୋଗ ।।
ବାହୁଡ଼ି ଶଙ୍ଖା ସିନ୍ଦୂରରେ । ବାସ ଲଭିଲେ ସ୍ୱର୍ଗପୁରେ ।।
ସଧବା ନାରୀ କେହି କେବେ । ଏ ଓଷା ଆରମ୍ଭିବେ ଯେବେ ।।
ସାବିତ୍ରୀ ପରି ଭାଗ୍ୟବତୀ । ହୋଇ ସେ ଲଭିବେ ସୁଖ୍ୟାତି ।।
କୃଷ୍ଣଙ୍କ ମୁଖୁ ଏହା ଶୁଣି । ଯୁଧିଷ୍ଠିର ଯେ ଯୋଡ଼ି ପାଣି ।।
ଭକ୍ତିରେ କଲେ ପ୍ରଣିପାତ । ସଂସାରେ ଖ୍ୟାତ ହେଲା ବ୍ରତ ।।
ସାବିତ୍ରୀ ଓଷା କଥା ଏହି । ସର୍ବେ ଶୁଣିବେ ଶୁଣିବେ ମନଦେଇ ।।
ସୁମରି ଲକ୍ଷ୍ମୀ ନରାୟଣ । ହୁଳହୁଳି ଯେ ଦେବ ଜାଣ ।।
ସାବିତ୍ରୀ ଓଷା କଥା ଶେଷ । ପଠନେ ଶ୍ରବଣେ ସନ୍ତୋଷ ।।
ଚିତ୍ତ ନିବେଶି ବିଷ୍ଣୁ ପାଦେ । ବୁଦ୍ଧିଆ କହେ ଗୀତ ଛନ୍ଦେ ।।
 
ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ
</poem>
</center>