"ଉଇକିପାଠାଗାର ଆଲୋଚନା:ଜନ୍ମତିଥି/୩" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Latest comment: ୬ ବର୍ଷ ପୂର୍ବେ by Psubhashish in topic ମାଷ୍ଟରକ୍ଲାସ
Content deleted Content added
Psubhashish (ଆଲୋଚନା | ଅବଦାନ) →ମାଷ୍ଟରକ୍ଲାସ: ନୂଆ ଭାଗ |
(କିଛି ବଦଳିନାହିଁ)
|
୦୦:୨୦, ୨୩ ନଭେମ୍ବର ୨୦୧୭ ହୋଇଥିବା ରିଭିଜନ
ମାଷ୍ଟରକ୍ଲାସ ସମ୍ପାଦନା
ଏମିତିକା କାର୍ଯ୍ୟକ୍ରମଟିଏ ବହୁ ଲୋକଙ୍କୁ ଏକ ଛାତ ତଳକୁ ଟାଣିଆଣେ । ଆଉ ସବୁବେଳେ ଅନଲାଇନରେ ଆଲୋଚନା କି ଜ୍ଞାନ ଦିଆନିଆ ହେଉଥିବା ଏକ କମୁନିଟି ପାଇଁ ମୁହାଁମୁହିଁ ଭେଟାଭେଟି ହେବା ବି ନିହାତି ଜରୁରୀ । ତେବେ ଆମେ ଆଜିଯାଏ ଗୋଟେ ଜିନିଷ ସଫଳ ଭାବେ କରିପାରିନୁ ଆଉ ହୁଏତ ସେ ବାବଦରେ ଟିକେ ଭାବିଲେ ଭଲରେ ହେଇପାରିବ । ସେଇଟି ହେଲା ମାଷ୍ଟରକ୍ଲାସ । ମାନେ ବିଭିନ୍ନ ଟପିକରେ ପ୍ରବୀଣମାନେ ୧୫-୨୦ ମିନିଟ ଲେଖା ଡେମୋ ଦେଖେଇବେ । ବାକିମାନେ ପାରିଲେ ନିଜେ ବି କରିବେ ଆଉ ଯାହାର ଯାହା ଅସୁବିଧା ଥିବ ସେଠି ପଚାରିବେ । ଏଇଟା ଜଣ-ଜଣଙ୍କ ଭିତରେ ଆଲୋଚନା ବଦଳରେ କରାଯାଇପାରେ ତେଣୁ ସମାନ ଅସୁବିଧା ଭୋଗୁଥିବା ଏକାଥିକ ନୂଆ ଉଇକିଆଳିଙ୍କ ଡାଉଟ ଥରକରେ କିଲିଅର ହେଇଯାନ୍ତା! :) ବାକିମାନେ କଣ ଭାବୁଛନ୍ତି? --ସୁଭାସିସ ପାଣିଘରି (ମୋ ଆଲୋଚନା) ୦୦:୨୦, ୨୩ ନଭେମ୍ବର ୨୦୧୭ (IST)