"ଭଜନ ମାଳା/ଆହେ ନୀଳ ଶଇଳ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ସୂଚୀ ସହ ସଂଯୋଗ
ସମ୍ବାଦ ଜୁନ ୨୧ରେ ପ୍ରକାଶିତ ସଂସ୍କରଣ ଅନୁସାରେ ବଦଳାଗଲା
୧୮ କ ଧାଡ଼ି:
ମୋ ଆରତ-ନଳିନୀବନକୁ କର ଦଳନ ।୧।
 
ଗଜରାଜ ଡାକଚିନ୍ତା ଦେଲାକଲା ଗ୍ରାହଯୁଦ୍ଧଥାଇ ବେଳେଣଘୋର ଜଣେଣ
ଚକ୍ର ପେଷିପେଶି ନକ୍ର ନାଶି କୃପା କଲଉଦ୍ଧାରିଲ ଆପଣ ।୨।
 
ଦ୍ରୌପଦୀ ଯେ ଚିନ୍ତା କଲା କୁରୁସଭା ତଳେଣ ।
କୋଟି ବସ୍ତ୍ର ଦେଇ ତାଙ୍କ ଲଜ୍ଜା କଲ ବାରଣ ।୩।
 
ହରିଣୀକି ଘୋରବନେ ମୃଗୁଣୀକି ପଡ଼ିଥିଲା କଷଣ ।
ଡାକିଲାକେଡ଼େ ମାତ୍ରକେବଡ଼ ହରିବିପତ୍ତିରୁ ରକ୍ଷାକଲ ଆପଣ । ୪।।୪।
 
କୁରୁସଭା ତଳେ ଶୁଣି ଦ୍ରୌପଦୀର ଜଣାଣ ।
କୋଟି ବସ୍ତ୍ର ଦେଇ ହେଳେ ଲଜ୍ଜା କଲ ବାରଣ ।୫।
 
ରାବଣର ଭାଇ ବିଭୀଷଣ ଗଲା ଶରଣ ।
ଶରଣ ସମ୍ଭାଳି ତାଙ୍କୁ ଲଙ୍କେ କଲ ରାଜନ ।୫।।୬।
 
ଅଜାମିଳ ଡାକଦେଲା ଜୀବ ଯିବା ବେଳେଣ ।
ତେଡ଼େ ବଡ଼ ପାପୀ ଗଲା ବଇକୁଣ୍ଠ ଭୁବନ । ୬।
 
ପ୍ରହଲ୍ଲାଦ ପିତା ସେ ଯେ ବଡ଼ ଦୁଷ୍ଟ ଦାରୁଣ ।
ସ୍ତମ୍ଭରୁ ବାହାରି ତାକୁ ବିଦାରିଲ ତକ୍ଷଣ । ୭।।୭।
 
ନୀଳାଚଳ ବିଜେ କରି ବୌଦ୍ଧ ଅବତାରେଣ ।
ବେନି ଭୁଜ ଟେକି ପ୍ରଭୁ ଯାଚୁଅଛ ଶରଣ । ୮।
 
କହେ ସାଲବେଗ ହୀନ ଜାତିରେ ମୁଁ ଯବନ ।
ଶ୍ରୀରଙ୍ଗାଚରଣ ତଳେ ରଖ ମୋତେକରୁଅଛି ଶରଣଜଣାଣ । ୯।।୮।
</poem>
</center>