Content deleted Content added
ଟିକେ Automatic message fix
୭୮ କ ଧାଡ଼ି:
*ଓପେନ୍ ସୋର୍ସ, ଓପେନ୍ ମାପ୍ସ କିମ୍ବା ଅନ୍ୟ ଓପେନ ପ୍ରକଳ୍ପ ଦ୍ୱାରା CIS-A2K କିପରି ସମୁଦାୟର ସହାୟତା କରିପାରିବ?
*ଏହି ବର୍ଷ ଆପଣ CIS-A2Kକୁ ଓଡ଼ିଆ ଉଇକିପିଡ଼ିଆ ପାଇଁ କେଉଁ କାମ କରିବା ପାଇଁ ପରାମର୍ଶ ଦେବ? (ଅଧିକ କର୍ମଶାଳା, ଗଣସମ୍ପାଦନା, GLAM ପ୍ରକଳ୍ପ, ନୁଆ ଟୁଲ ତିଆରି କରିବା, ଇତ୍ୟାଦି....)--୍[[ବ୍ୟବହାରକାରୀ:Saileshpat|Saileshpat]] ([[ବ୍ୟବହାରକାରୀଙ୍କ ଆଲୋଚନା:Saileshpat|ମୋ ଆଲୋଚନା]]) ୨୦:୫୮, ୬ ମାର୍ଚ୍ଚ ୨୦୧୭ (IST)
 
== ଉଇକି ପାଠାଗାରରେ ଓଡିଆ ଭାଗବତ ==
 
ଏହା ସର୍ବଜନ ବିଦିତ ଯେ ଜଗନ୍ନାଥ ଦାସ ନବାକ୍ଷରୀ ଛନ୍ଦରେ ସମ୍ପୁର୍ଣ୍ଣ ଓଡିଆ ଭାଗବତ ରଚନା କରିଥିଲେ । ଗୀତା ପ୍ରେସଦ୍ୱାରା ପ୍ରକାଶିତ ଭାଗବତରେ ଏହା ସ୍ପଷ୍ଟ । ତେବେ ଉଇକି ପାଠାଗାରର ଏହି ଭାଗବତରେ ସ୍କନ୍ଧ-୪ ଅଧ୍ୟାୟ ୮,୯,୧୦ ଇତ୍ୟାଦି ଚଉଦ ଅକ୍ଷରୀ କେଉଁ ବହି ଆଧାରରେ ଲିଖିତ ତାହାର ଆଧାର ରହିବା ଜରୁରୀ ବୋଲି ମନେ ହୁଏ ।
 
ହରିହର ପ୍ରସାଦ ଶତପଥି