"ପୃଷ୍ଠା:Kathalahari (RN Das, 1927) opt.pdf/୩୨" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେNo edit summary
ପୃଷ୍ଠାର ସ୍ଥିତିପୃଷ୍ଠାର ସ୍ଥିତି
-
ପ୍ରମାଣିତ ହୋଇନଥିବା
+
ସଂଶୋଧନ
ଶିରୋନାମା (noinclude):ଶିରୋନାମା (noinclude):
୧ କ ଧାଡ଼ି: ୧ କ ଧାଡ଼ି:
{{lh|ଡାଳିମ୍ବରୁମର କଥା ।|୨୩}}
{{rh|ଡାଳିମ୍ବରୁମର କଥା ।|୨୩}}
ପୃଷ୍ଠା ଲେଖା(ଯୋଡିବାକୁ ଥିବା)ପୃଷ୍ଠା ଲେଖା(ଯୋଡିବାକୁ ଥିବା)
୧ କ ଧାଡ଼ି: ୧ କ ଧାଡ଼ି:
ଭଉଣୀ, ଅସ ଜଲଦି ତେଣେ ମୋ ପୁଅ କାନ୍ଦୁଥିବ, ଅସ ଖାଲି ନଖ ତୋଳି ଦେଇ ଯାଇଥିବି, କାଲି ପୁଅକୁ ଘେନିକରି ଆସିବି ଯେ ଅଳତା ଲଗାଇ ଦେଇଯିବି । ତର' ହୋଇ ନଖ ତୋଳି ଦେଇ ସେ ଦିନ ଗଲା ବାହାରି । ତହିଁ ଆରଦିନ ପୁଅକୁ ଘେନି କରି ଆସିଲା । ପୁଅକୁ ଶିଖେଇଥାଏ, ବଡ଼ରାଣୀ ବେକରେ ଯେଉଁ ହାର ଅଛି ମୁଁ ତାକୁ ମାଗିବି ଦେଖିବାକୁ ସେ ମତେ କତିକରି ଦେଖିବାକୁ ଦେବ ଯେତେବେଳେ, ତେତେବେଳେ ତୁ କଣ କରିଚୁ ହାରକୁ ଛଡ଼େଇ ନେଇଯିବ ମୋ ହାତରୁ ଧରିବୁ, ମୁଁ ତୋହ ହାତରୁ ଆଣିଲାବେଳକୁ କାନ୍ଦିବୁ ଯେ ମୁଁ କହିବି ଥାଉ ପିଲା କାନ୍ଦୁଚି ଆଜି ନେଇ ଯାଇଥାଉ; କାଲି ବୁଝିଲେ ମୁଁ ଦେଇ ଯିବି ।
ଭଉଣୀ, ଆସ ଜଲଦି ତେଣେ ମୋ ପୁଅ କାନ୍ଦୁଥିବ, ଆସ ଖାଲି ନଖ ତୋଳି ଦେଇ ଯାଇଥିବି, କାଲି ପୁଅକୁ ଘେନିକରି ଆସିବି ଯେ ଅଳତା ଲଗାଇ ଦେଇଯିବି । ତର୨ ହୋଇ ନଖ ତୋଳି ଦେଇ ସେ ଦିନ ଗଲା ବାହାରି । ତହିଁ ଆରଦିନ ପୁଅକୁ ଘେନି କରି ଆସିଲା । ପୁଅକୁ ଶିଖେଇଥାଏ, ବଡ଼ରାଣୀ ବେକରେ ଯେଉଁ ହାର ଅଛି ମୁଁ ତାକୁ ମାଗିବି ଦେଖିବାକୁ ସେ ମତେ କାଢ଼ିକରି ଦେଖିବାକୁ ଦେବ ଯେତେବେଳେ, ତେତେବେଳେ ତୁ କଣ କରିବୁ ହାରକୁ ଛଡ଼େଇ ନେଇଯିବୁ ମୋ ହାତରୁ ଧରିବୁ, ମୁଁ ତୋହ ହାତରୁ ଆଣିଲାବେଳକୁ କାନ୍ଦିବୁ ଯେ ମୁଁ କହିବି ଥାଉ ପିଲା କାନ୍ଦୁଚି ଆଜି ନେଇ ଯାଇଥାଉ; କାଲି ବୁଝିଗଲେ ମୁଁ ଦେଇ ଯିବି । ବଡ଼ରାଣୀଙ୍କ ନଖ ତୋଳି ବସିଚି, ବେକକୁ ଅନାଇ ଦେଲା କହିଲା ସାନ୍ତାଣି ଏ ହାର କୋଉଠୁ ଆଣିଥିଲ, ୟାକୁ କୋଉ ଦେଶବଣିଆ ଗଢିଛି ? ଏତ ଆମ ଦେଶ ଗଢ଼ାପରି ଦିଶୁ ନାହିଁ । ବଡ଼ରାଣୀ କହିଲା ୟାକୁ ଆମ ବାପ ଘରଆଡ଼ ବଣିଆ ଗଢ଼ିଛି । ଏ କହିଲା ଦେଖି ସାନ୍ତାଣି ଏ କେମନ୍ତି ? ବଡରାଣୀ ବେକରୁ ବାହାର କରି ଦେଲା । ଏ ଦେଖୁ୨ ପୁଅ ଛଡାଇ ନେଇ ଧରିଲା । ଧରିଥାଏ,ଏ ନଖ ତୋଳିସାରିଲା , ଅଳତା ଲଗାଇ ଦେଇ ସାରିଲା ପୁଅକୁ କ‌ହିଲା‌ ତାଙ୍କ ହାର ଦେ ଆମର ଘରକୁ ଯିବା । ପୁଅ ଆଉ ଛାଡ଼ିଲା ନାହିଁ, କାନ୍ଦିକରି ଗଡ଼ିଲା । ଏ କ‌ହିଲା ଦେଉତ ନାହିଁ , ମୁଁ ଘରକୁ ନେଇ ଯାଉଚି କାଲି ସକାଳୁଁ ହାର ଦେଇଯିବି ବୁଝିଗଲେ । ରାଣୀ କ‌ହିଲେ ହ‌ଉ ନେ । ଏ ହାର ନେଇ ଆସିଲା ବାହାରି, ଆଉ ଫେରାଇ ଦେଲା ନାହିଁ । ସେହି ଦିନଠାରୁ ଡାଳିମ୍ବକୁମର ସର୍ବଦା ଜୀଇଲା ଆଉ ମଲା ନାହିଁ । ରାଜାଙ୍କର ମାଳୀ ଯାଏ ସେଠାକୁ ଫୁଲପାଇଁ ସବୁ ଦିନେ, ଯାହା ନିଃଶବ୍ଦ ହୋଇଥିଲା ସେଠାର, ଏବେ ସର୍ବଦା ଗ‌ହଳଚ‌ହଳ ଲାଗିବାର ଶୁଣିଲା

ଉଣିଙ୍କ ନଖ ଢେଈ ବସିଛ, ବେକକୁ ଅନାଇ ଦେଲ କହି ଲି ସାନ୍ତଶି ଏ ଦୂର କୋଉ ବି ଝର, ୟାକୁ ବୋଉ ଦେଶବଣି ଗଢିଛ ? ଏଇ ଆମ ଦେଶ ଗଢ଼ାପର ଦିଶୁ ନାହିଁ । ବସ୍ପର୍ଶ କହି ଲି ୟାକୁ ୧୦ମ ବାପ ଘରଥ କଣିଅ ଇଭିନ୍ତୁ ! ଏ କହି ଲ ଦେଖି ସନ୍ତାଣି ଏ ମନ୍ତ ? ବଡs ବେକରୁ ବାହାର କରି ଦେଲି । ଏ ଦେଖୁ’ ପୁଅ ଛଡାଇ ନେଇ ଧରଇ । ଧଉଥାଏ,ଏ ନଖ ରୋକିସ ଭଲ, ଅଳ ! ଲଗାଇ ଦେଇ ସାଇଁ ପୁଅକୁ କଲ୍‌ ଭାଙ୍କୁ ହାର ଦେ ଅମଇ ଘରକୁ ଯିବା । ୟୁଥ ଅଉ ଗୁଡ଼ଲ ନାହିଁ , କାହକର ଭଲ । ଏ କଲ ଦେଉର ନାହିଁ , ମୁଁ ଘରକୁ ନେଇ ଯାଉତ କାଈ ସକାଢ଼ି ବାର ଦେଇସିର ଦୁଇ ଗଲେ । ଘୃଣା କଲେ ବଉ ବଳ । ଏ ହାର ନେଇ ଅସିଲ ବୀହାର, ଅଉ ଫେରଇ ଦେଲ ନାହିଁ । ସେହି ଦିନଠାରୁ ଡାଳିମ୍ବ ଭୁମର ସଦା କାଇଲ ଅଉ ମଇ ନା। ରକାର ମାଇଁ ଯାଏ ସେଠାରୁ ଫୁଲପାଇ ସରୁ ଦିନେ, ଯାହ) Qଶବ୍ଦ । ବୋଇଥଲ ବୈଠାଇ, ଏବେ ସଦା ଗର୍ବଳ ଲଗିବାର ଶୂଣି ।