"ପୃଷ୍ଠା:Kathalahari (RN Das, 1927) opt.pdf/୧୨୯" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ Removing non book content
ପୃଷ୍ଠାର ସ୍ଥିତିପୃଷ୍ଠାର ସ୍ଥିତି
-
ପ୍ରମାଣିତ ହୋଇନଥିବା
+
ସଂଶୋଧନ
ଶିରୋନାମା (noinclude):ଶିରୋନାମା (noinclude):
୧ କ ଧାଡ଼ି: ୧ କ ଧାଡ଼ି:
{{rh|୧୨୦|ଉତ୍କଳ କାହାଣୀ ସଂଗ୍ରହ ।|}}
ପୃଷ୍ଠା ଲେଖା(ଯୋଡିବାକୁ ଥିବା)ପୃଷ୍ଠା ଲେଖା(ଯୋଡିବାକୁ ଥିବା)
୧ କ ଧାଡ଼ି: ୧ କ ଧାଡ଼ି:
ଘର କବାଟରେ ଲାଙ୍ଗୁଡ ମାରିଦେଲା ଯେ, କବାଟ ଫିଟିଗଲା । ରଜ ରାଣୀ ସେ ଘର ଭିତରେ ପଶିଗଲେ, ମା ଗୋଡ଼ତଳେ ବସିଲା, ବାପ ମୁଣ୍ତଉପରେ ବସିଲା, କ‌ହିଲେ ହଜିଥିଲେ ଖୋଜିଦେବୁ ଭାଙ୍ଗିଥିଲେ ଗଢ଼ିଦେବୁଁ,କାହିଁକି ରୁଷିଚୁ କ‌ହ । ରଜାପୁଅ କଥା କହୁ ନ ଥାଏ । ମା ବାପ ଲଗେଇ ୨ କେତେବେଳ ସରିକି କଥା କହିଲା । କହିଲା ତେମେ ଦିହେଁ ସତ୍ୟକର, କ‌ହିବି କାହିଁକି ରୁଷିଚି । ମା କହିଲା ମାର ପୁଅର କି ସତ୍ୟ ? ବାପ କହିଲେ ବାପଘର ପୁଅର କି ସତ୍ୟ ? ପୁଅ ଏକଯିଦ୍ ଲଗାଇଲା ଯୋଉଠୁ, ମା ବାପ ସତ୍ୟ କଲେ । ପୁଅ କହିଲା ମୁଁ ସାଧବ ଝିଅକୁ ବିଭା ହେବି । ମା ବାପ କହିଲେ ଆମ ସମାନ ବନ୍ଧୁହେବ,ତୋ ସମାନ କନ୍ୟାହେବ, ତେବେ ଯାଇ ବିଭାକର, ଏ କଥା ଛାଡ଼ି ଆଉ କଣ କହ । ପୁଅ କହିଲା ମୋର ଆଉ କିଛି କଥା ନାହିଁ, ମୁଁ ସାଧବଝିଅକୁ ବିଭା ନ ହେଲେ ପ୍ରାଣହରାଇଦେବି । ରଜା ନାଚାର ହୋଇ ହଁ ଭରିଲେ । ବନ୍ଧୁମାନଙ୍କ ଘରକୁ ନିମନ୍ତ୍ରଣ ଗଲା, ଛାମୁଣ୍ଡିଆ ବନ୍ଧା ହେଲା । ବେଦୀ ତୋଳା ହେଲା; ମହାସମାରୋହରେ ବିଭାଘର ହେଲା । ରଜାପୁଅ ଚଉଠି ଦିନ ରାତିରେ ସାଧବଝିଅ ପାଟତେଣିଆ କାନିରେ କଉଡ଼ି କଡ଼ାଏ ବାନ୍ଧିଦେଇ ତାର ଧାଈସାଙ୍ଗରେ ତାକୁ ଏକ ବନସ୍ତରେ ସୁଆରିରେ ନେଇ ଛାଡ଼ି ଆସିଲା । ସାଧବଝିଅକୁ ନିଦଲାଗିଥାଏ କିଛି ଜାଣିପାରିଲା ନାହିଁ । ନିଦଭାଙ୍ଗିଗଲାରୁ ଦେଖେ ଯେ କେହିନାହାନ୍ତି ଅଗନାଗନ ବନସ୍ତ ଭିତରେ ସେ ଏକା ଆଉ ତା ଧାଈ ଅଛନ୍ତି, କଉଡି କଡ଼ିଏ କାନିରେ ବନ୍ଧା ହୋଇଚି । ତାର ପୂର୍ବକଥା ସବୁ ମନେ ପଡିଲା, ଧାଈକି କିଛି କହିଲା ନାହିଁ, ସେ ବନସ୍ତରେ ଗୋଟିଏ କୁଡ଼ିଆ କରି ରହିଲା । କାନିରେ ଯେଉଁ କଉଡ଼ି କଡ଼ାକ ଥିଲା ତାକୁ ଧାଈକି ଦେଲା ଲିଆ କିଣି ଆଣିବାକୁ । ଧାଈ ଲିଆ ଆଣିଲାରୁ ତାକୁ କହିଲା ନେ ୟାକୁ ବଣ ଭିତରେ ଗୋଟିଏ ପଦା ଯେଗାରେ ବୁଣିଦେ , ମୟୁର ଖାଇକରି ପକ୍ଷି ଝାଡିଦେଇ ଯିବେ । ତ‌ହିଁ ଆର ଦିନ ପକ୍ଷିଗୁଡ଼ିକ

ଊତ୍କଳ କାହାଣ) ସଂଗ୍ରହ । ସଭ କବିରେ ଲଙ୍ଗୁଡ ମାରିଦେଲ ସେ, କ•ld ଫିଗA । ରଜ ଗୁଣି ସେ ଘର୍ ଭଛରେ ପଶିଗଲେ, ମ ଗୋଡ଼ରଳ କୟିଲ, ବାପ
ଉପରେ ବସିଲ, କଲେ ବଡି ଲେ ଖୋନଦେବୁ ,ସ୍ତ ଙ୍ଗ ଅଲ କରି ଦେବୁ,କାକ ରୁ କଡ଼ । ରଜାପୁଅ କଥା କହ୍ନ ନ ଥାଏ । ମା ବାପ ଲଗେଇ ବେତେବେଳ ପଡିବ କଥା କହଲ୍ ! କହଲ ରେମ ଦହେଁ ସରଂକର, କ କା କ ରୁଷିଚି । ମା ହେଲ ମାର ପୃଥର
ସଭ୍ୟ ? ବାପ କହିଲେ ବାପର ପୁଅର « ସଭ୍ୟ ? ପୃଥ ଏକଯିଦ୍ ଗୋଇଇ ଉଠ, ମା କାlପ ସୂଲ୍ୟ କଲେ । ପୁଅ ହଲ ମୁଁ ସାଧବ ଝି ଅକୁ ବି ଭ୍ ବୈଷ୍ଟ । ମା ବ; ହେଲେ ଅମ ସମାନ ବନ୍ଧୁକ, ସମାନ କନ୍ୟାହେବ, ତେବେ ଯାଇ ବକ୍ସଦର, ଏ କଥା ଗୁ ଅଉ କଣ କହ । ପୃଥ କହଇ ମୋର ଆଉ କିଛି କଥା କହଁ, ମୁଁ ସ ଧବଝିଅକୁ ଶକ୍ତ ନ ହେଲେ ପ୍ରାଦେଇଦେବ । ରଜା ନାଚାର ହୋଇ ବା ଭରି ଲେ । ବନ୍ଧୁ ମାନଙ୍କ ଘରକୁ ଜନ୍ତ୍ରଣ ଭଲ, ଝୁଣ୍ଡ ଓ କିଛି ଦେଲ, ବେସ୍ ରେଳ ହେଲ; ମହି।
ସର୍ବେଦରେ ଦେଲ । ରଜାପୁଅ ଚଉଠି କ ଗୁଢ ର ସାଧବଙ୍କୁ ଅ ପାଢେଖ ମୁଁ କ। ରେ କଉ କଢ଼ାଏ ବାଦ୍ଧଦେଇ ତାର ଧାଈସାଙ୍ଗରେ ତାକୁ ଏକ ବଳିସ୍ତରେ ପୃଆରରେ ନେଇ ଘୁଷ୍ଟ ଅସିଲ । ସାଧବଙ୍କ ଅକୁ ରଦି ଲଗି ଥାଏ କିଛି ଜାଣିପାରିଲି ନାହିଁ । ନ ଦତ୍ସଙ୍ଗ ଗଲରୁ ଦେଖେ ଯେ କେହି ନାହାନ୍ତି ଅଗଳାଗନ ବନସ୍ତ ଭଢରେ ସେ ଏକା ଆଉ ଭାଖରେ ଅଛୁ }, କଉଡ୍ କଡ଼ଏ କାନରେ ବନ୍ଧା ହୋଇତ ! ଭ ର ଙ୍କ କଥା ବୁ ମନେ ପଡିଳ୍ପ, ଧାଈ, କିଛି କହଲ ନର୍ସ, ବନସ୍ତରେ ଏ ଭୁଡ଼ିଆ କରି ରହଲ । କାନରେ ଯେଉଁ କଉ କଡ଼ାକ ଓଲଟିକୁ । ଧାୟକ ଦେଲି ଲିଆ କିଣି ଅଣିବାକୁ । ଧାଈ ଈଅ ଅଣି ଲରୁ ତା ରୁ ତହେଇ ନେ କୁ କଣ ଭତରେ si$ ପଦା ଯେ ଘରେ ରୁଣ ଦେ , । ମୟୁର ଖାଇବଣ ପଞ୍ଚି ଝାଡଦେଇ ସିବେ । ଭଉଁ ଅରନ ପଛିଗୁଡ଼କ