"ପୃଷ୍ଠା:Kathalahari (RN Das, 1927) opt.pdf/୧୨୭" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ଟିକେ Removing non book content |
|||
ପୃଷ୍ଠାର ସ୍ଥିତି | ପୃଷ୍ଠାର ସ୍ଥିତି | ||
- | + | ସଂଶୋଧନ | |
ଶିରୋନାମା (noinclude): | ଶିରୋନାମା (noinclude): | ||
୧ କ ଧାଡ଼ି: | ୧ କ ଧାଡ଼ି: | ||
{{rh|୧୧୮|ଉତ୍କଳ କାହାଣୀ ସଂଗ୍ରହ ।||}} |
|||
ପୃଷ୍ଠା ଲେଖା(ଯୋଡିବାକୁ ଥିବା) | ପୃଷ୍ଠା ଲେଖା(ଯୋଡିବାକୁ ଥିବା) | ||
୧ କ ଧାଡ଼ି: | ୧ କ ଧାଡ଼ି: | ||
ତାକୁ ସମସ୍ତେ ଅସୁନ୍ଦର ବୋଲି କହୁଥିଲେ, ସେ ସୁନା ହଗୁଚି । ଦି ସଙ୍ଗାତଙ୍କର ଭାରି ମନ ମିଳେ, ଦି ଦିନପାଇଁ ସେ ସଙ୍ଗାତଠାରୁ ଅଁଳାକଣ୍ଢେଇକି ମାଗିନେଲା । କଣ୍ଢେଇକି ନେଇ ଘରକୁ ଯାଉଚି । ବାଟରେ ଗୋଟାଏ ବାଇଗଣ କିଆରି ପଡ଼ିଲା । ଆଛା ସୁନ୍ଦର କଅଁଳିଆ ବାଇଗଣ୍ଟିଏ ଦେଖି ତାକୁ ଛିଣ୍ତାଇ ନେଇ ଖାଇଲା । ଘରେ ପହଞ୍ଚି ଅଁଳାକଣ୍ଢେଇକି ଉତ୍ତମ ସ୍ଥାନରେ ରଖିଦେଲା । ମନ ଖାଲି ଛଟପଟ ହେଉଥାଏ କେମନ୍ତି ରାତି ହେବ । ରାତି ହେଲା, ଝଟ ୨ ରନ୍ଧାବଢ଼ା କରି ଖାଇପିଇ ଶୋଇଲେ । ରାତି ପହରକଠେଇଁ ଅଁଳାକଣ୍ଢେଇ ବାଇଗଣ ଚୋରଣୀ ୨ ବୋଲି ହୁରି ପକାଇଲା । ଏ ସ୍ତ୍ରୀଲୋକଟିର ଗେରସ୍ତ ଉଠିବସି କାବା ହୋଇ କହିଲା, କାହୁଁ ଗୋଟାଏ କଣ ଆଣିଚି, ବାଇଗଣଚୋରଣୀ ବୋଲି ଡ଼କାପାଡ଼ୁଚି, ଏ ରଜା ଦେଶ, ରଜା ଶୁଣିଲେ ଏହିକ୍ଷଣି ମୋ ହୁରୁମତ ନେବେ, ଏହା କହି ତା ଭାରିଯାକୁ ଟାଙ୍କେ ଛେଚିଲା । ଅଁଳାକଣ୍ଢେଇ ଛାଡ଼ିବାର ଜନ୍ତୁ ନୁହେଁ, ଡ଼ାକୁଥାଏ ' ଲୋ ବାଇଗଣ ଚୋରଣୀ ମୁଁ ହଗିଯିବ ଉଠୁ । ଏ ସ୍ତ୍ରୀଲୋକଟି ଉଠି ତାକୁ ଘରର ଏକ କଣରେ ହରାଇଲା । ରାତି ଦ୍ୱିତୀୟ, ତୃତୀୟ ପହର ବି ସେହିପରି ଘରର ଆଉ ଦୁଇକଣରେ ହଗାଇଲା, ଶେଷ ପହରକୁ ଆପଣା ଲୁଗା କାନିରେ ହଗାଇଲା । ସକାଳୁ ଉଠି ଗେରସ୍ତକୁ ସବୁ ଦେଖାଇଲା । ସୁନାମୁଣ୍ତା ଦେଖି ଗେରସ୍ତର ଆଖି ଝଲକି ପଡ଼ିଲା । ଭାରିଯାକୁ କେତେ ଗେଲ କରି କଥା କହିଲା; କାଲି ରାତିରେ ମାରିଥିବାରୁ ପିଠି ଆଉଁସି ଦେଲା । ଅଁଳାକଣ୍ଢେଇକି ଦି ଦିନ ରଖି, ଏମାନେ ସେ ମୂଲିଆଣୀକି ଫେରାଇଦେଇ ଆସିଲେ । ସେ ଅଁଳାକଣ୍ଢେଇକି ନେଇ ଘରଦୁଆର କଲା, ପକାକୋଠା କଲା, ଖୁବ ସୁଖରେ ରହିଲା, ମୁଁ ଗଲାକୁ କଥା କହିଲା ନାହିଁ । ମୋ କଥାଟି ସରିଲା ଇତ୍ୟାଦି । |
|||
ଜଳକ କାହାଣୀ ସଂଗ୍ରହ । କାକୁ ସମସ୍ତ ଅସୁଦର ବୋର କଲେ, ସେ ସ୍ନାନ କରେ । |
|||
ସଙ୍ଗାଭଙ୍କର ଘର ମନ ମିଳେ, ଦ ନପାଇଁ ସେ ସଙ୍ଗାରଠାରୁ କାକଟକ ମଗିବେ । କଇକ ନେଇ ଘରକୁ ସାଉତ, କାରେ ଗୋIଏ ବାଇଗଣ «ଅର ପଡ଼ । ଅସ୍ଥ ସୃଜର କd : |
|||
ବାଇଗଣଏ ଦେଖି ତାକୁ ଶୁଣ୍ଡାଇ ନେଇ ଖାଇଲି । ଘରେ ପତ୍ନୀ ମୁଁ କାକଣେଇ ଉମ ସ୍ଥାନରେ ରଖିଦେଲ । ମନ ଖାଲ ଇପ୫, ଦେଉଥୀ ଏ କେମ ସ୍ୱାଭ ହେବ । ସତ ହେଲ ଝ> ରନ୍ଧାବଢ଼ା କର ଖାଇପିଇ ଶେଇଲେ । ଗୁଇ ପହରକ ଅଳ କଣେଇ ବାଇଗଣଟରଣ ବୋର ହୃଦ ପକାଇଲ । ଏ ସ୍କଲେ କଂର ଗେରସ୍ତ ଉଠିବସି କାବା ହୋଇ କଲ, କାହଁ ଗୋ!ଏ କଣ ଅଛିତ, କାଇଶତ୍ରେରଣା ବୋଲି ଉକ୍ପାଡ଼ତ, ଏ ରଜ ଦଣ, ଭଜା ଶୁଣିଲେ ଏ ମୋ ଦୂରୁମର ନେବେ, ଏହା କହି ତା ଘୁରସାକୁ &ଟଙ୍କ ଛେଲି । ମୁଁ ଳକଣ୍ଟକ ଗୁବାର କରୁ । ନ, ଡାକୁଥାଏ ‘ଲେ ବାଇଗଣ ରଣ ମୁଁ ବଗିଯିବ ଉଠୁ । ଏ ସ୍ୱାସ୍ଥ୍ୟକ୫ ଉଠି ତାକୁ ଘରର ଏକ କଣରେ ଦଗାଇଲ । ଗୁଭ ଦି ଗ, ଭୁଟା ପହ ଭ ଈ ସେପର ଘରର ଯଉ ଦୁଇକଣରେ ବସାଇଲ, ଶେଷ ପହରଭୁ ଅପଣା ଲୁଗା କାନରେ ଦଗାଇଲ । । ସକାଢ଼ି ଉଠି ଢେରସ୍ତକୁ ସରୁ ଦେଖାଇଲ ! ପ୍ରମୁଣ୍ଡା ଦେଖି ଢେର ସ୍ତର ଅଖି ଝଲକ ପଢଲ । ଇରସକୁ କେତେ ଭେଲ କର କଥା କଦଙ୍କ; କାର ଋକରେ ମାର ଥୁବାରୁ ପିଠି ଆଉଁସି ଦେଲି । ମୁଁ ଜାକୟେକ ଦି ଦିନ ରଖି, ଏମାନେ ସେ ମୂଲଥକ ଫେସ୍ଇ ଅସିଲେ । ସେ ଅଳକକ ନେଇ ଘରଦୁଅର କଲ, ପତ୍କାକୋଠା କଳ୍ପ, ଖୁବ ସ୍ତଖରେ ରହିଲ, ମୁଁ ଗଳ୍ପକୁ କଥା କହୁଲ ନାହିଁ । ମୋ ତଥା ସରଲ ଇତ୍ୟାଦି । |