"ପୃଷ୍ଠା:Kathalahari (RN Das, 1927) opt.pdf/୧୦୩" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ Removing non book content
ପୃଷ୍ଠାର ସ୍ଥିତିପୃଷ୍ଠାର ସ୍ଥିତି
-
ପ୍ରମାଣିତ ହୋଇନଥିବା
+
ସଂଶୋଧନ
ଶିରୋନାମା (noinclude):ଶିରୋନାମା (noinclude):
୧ କ ଧାଡ଼ି: ୧ କ ଧାଡ଼ି:
{{rh|୯୪|ଉତ୍କଳ କାହାଣୀ ସଂଗ୍ରହ ।||}}
ପୃଷ୍ଠା ଲେଖା(ଯୋଡିବାକୁ ଥିବା)ପୃଷ୍ଠା ଲେଖା(ଯୋଡିବାକୁ ଥିବା)
୧ କ ଧାଡ଼ି: ୧ କ ଧାଡ଼ି:
ଚାଖୁଣିଆକୁ, ଚାଖିବୁଟି କାହା ଲାଖ୍ କନ୍ୟା । ଚାଖୁଣିଆ ଚାଖିଲା, କ‌ହିଲା ଛାମୁଙ୍କ ଲାଖ୍ । ରଜା ସେଉଠୁ ସେ ଅସୁରୁଣିକୁ ସାଙ୍ଗରେ ନେଇ ଘରକୁ ଗଲେ, ବିଭାହେଲେ ରହିଲେ । ଅସୁରୁଣୀ ରଜାକୁ କ‌ହିଲା ମୁଁ ଯେଉଁ ଆମ୍ୱଗଛତଳେ ବସିଥିଲି, ତାକୁଆଣ ମୋ ଆଗରେ ଗଦାକର । ରଜା ଧୋବାକୁ ହୁକୁମ ଦେଲେ ଗଛକୁ କାଟିଆଣି ରାଣୀଙ୍କ ଆଗେ ଗଦାକରିବାକୁ । ଧୋବା ଗଲେ ଗଛକୁ ହାଣିଲେ । ସେ ରଜାପୁଅର ନା କଳାରାଜନ । ସେ ଗଛରେ ଥାଇ କ‌ହିଲା, ତୁ ଯେମନ୍ତ ସତ୍ୟଯୁଗର ଆମ୍ୱଗଛ ହୋଇଥିବୁ ଏହିକ୍ଷଣି କେଣ୍ତିଏ ବଉଳିବୁ, ଚଣା ଫୁଟିବ, ଆମ୍ୱହେବ, ପାଚିବ ମୁଁ ତ‌ହିଁରେ ପଶିବି, ସେ ଆମ୍ୱଟି ଏହି ବେଣ୍ଟପୋକରୀକି ଝଡ଼ିପଡ଼ିବ । ସତକୁସତ ସେହିଆ ହେଲା, କଳାରାଜନ ଆମ୍ୱ ଭିତରେ ପଶି ବେଣ୍ଟପୋଖରୀକି ଝଡ଼ି ପଡ଼ିଲା । ଧୋବାମାନେ ସେ ଗଛକୁ ହାଣିହୁଣି ରାଣୀଙ୍କ ଆଗେ ଜମା କରିଦେଇଗଲେ । ଅସୁରୂଣୀ ଖଣ୍ତକୁ ଖଣ୍ତ କାଠ କଡ଼ମଡ଼ କରି ଚୋବାଉଥାଏ, କ‌ହୁଥାଏ କାଠେଇଖିଆ ଏଥିରେତ ନାହିଁ ଏହିପରି କରି ଗଛକ କାଠ ଚୋବାଇଲା । ଯେଉଁ ଧୋବା କାଠକାଟିବାକୁ ଆସିଥିଲେ ସେ କ‌ହିଲେ ମଣିମା, ଗୋତିଏ କଥା କ‌ହିବାକୁ ଭୟ ଲାଗୁଚି, ଆମେ ଯେତେବେଳେ ସେ ଗଛକୁ ପକାଉଥିଲୁଁ ସେ ଗଛ ସେହିକ୍ଷଣି ବଉଳିଲା, ଚଣା ହେଲା, ଗୋଟିଏ ଆମ୍ୱହେଲା ପାଚିଲା, ସେ ପୋଖରୀରେ ଛିଡ଼ି ପଡ଼ିଲା । ଅସୁରୁଣୀ କ‌ହିଲା ସେଇଥିରେ ତ କାଠେଇଖିଆ ଗଲା ବାହାରି ଏଥିକି କୋଉଠୁ ଆସିବ ? ଗଲା ରଜାଙ୍କୁ କ‌ହିଲା, ଗଛମୂଳେ ସେ ଯେଉଁ ବେଣ୍ଟପୋଖରୀ ଅଛି ତ‌ହିଁରେ ଯେତକ ମାଛ କଇଁଛ ଗେଣ୍ତା ଅଛନ୍ତି ମୋ ପାଖକୁ ସବୁ ଆସିବ, ପଙ୍କ ଛଡ଼ା । କେଉଟ ଗଲେ ପୋଖରୀଟାର ପାଣି ବୁହାଇଲେ, ଯେତେ ମାଛ କଇଁଛ ଥିଲେ ସବୁ ଆଣି ଅସୁରୁଣୀକୁ ଦେଲେ, ଆଉ ବଡ଼ ମାଛ ଦୋଟି, ତାଙ୍କ ନା ରାଘବ ତିଳକ, ସେ ଦୋଟିକି ବଡ଼ରାଣୀଙ୍କ
ଉତ୍କଳ କାହାଣୀ ସଂଗ୍ରହ । ଖୁଣି ଅରୁ, ଋଷିବୁ କାହା ଇସ୍ କନ୍ୟା । ଋଖଣି ୬ ଶୃଖିଲ, କହଳ୍ପ ଗୁମୁଙ୍କ ଲିମ୍ । ରକା ସେଉ, ସେ ସ୍ତରୁ 5କୁ ସାଙ୍ଗରେ
ନେଇ ଘରକୁ ଚରେ, ବଙ୍କୁ ଦେଲେ ତହେଲେ । ଅସୁରୁଣ। ରଳାନ୍ତୁ କହଳ୍ପ ମୁଁ ଯେଉଁ ଅମ୍ବ, ଗଳ୍ପରଲେ ବସି ସa, ଚାଲୁଅ ମୋ ଆଗରେ ଗଦାକର । ରଜ cବାକୁ ହୃଲୁମ ଦେଲେ ଗଛକୁ କାନ୍ତ ଅsଣି ଋଣଙ୍କ ଅଙ୍ଗେ ଗଦାକରିବାକୁ । ୬)ବ। ଗଲେ ଭଛକୁ ହାଣିଲେ । ସେ କାପୁଅର କା କଳାଘଜକ । ସେ ଗଛରେ ଥାଇ କଲ, ଭୁ ଯେମନ୍ତ ସଭ୍ୟୟଗର ଥମ୍ଭ ଗଛ ହୋଇରୁ ଏହଂଶି କେଣ୍ଡି ଏ । ବଉରରୁ, ଚଣା ଫୁଦ, ଅମୃତ, Cତ ମୁଁ କହଁରେ ପଶିଶ, ସେ ୫ମ୍ଭ୫ ଏହ ବେଣ୍ଟପୋଖକ ଝଡ଼ପ@ବ ! ପୂଢ଼ଭୁବର ସେ ହେଲ, ଜୋସ୍କଜଳ ଅମ୍ ଭଛରେ ପଢି ଦେଣ୍ଟ ଖଟକ ଝ ପଡ଼ । ଦାମାନେ ସେ ଗଛକୁ ଦାଣିତୃଣ ଘଣୀଙ୍କ ଅଙ୍ଗେ କମା କରିଦେଇଇଲେ । ଅସୁରୁଣୀ ଖଣ୍ଡ ଖଣ୍ଡ କାଠି ମଡ କର
ବାଉଥାଏ, କହୁଥାଏ କାଠେଇ ଏ ଭ କା ଏହପର କଣ୍ଟ ଗଛକ କାଠ ବାଇସ୍ଥ ଯେଜ ବା କାଠକ8ବାକୁ ଅସିଲେ ସେ କଲେ ଗଣମୀ, ଟୋହୁଏ କଥା କହଡ଼ାରୁ ଭୟ ଲଗ୍ର, ଅନ୍ତେ ସେତେବେଳେ ସେ ଭଛକୁ ପକାନ୍ତୁ।
ସେ ଭଛି ସେକ୍ଷଣି ବଲ, ଚଣା ହେଇ, ଗୋ୫ଏ ଆମ୍ଭହେଳ୍ପ ପାଲ, ସେ ପାଖରେ ଛଡ଼ ପଡ଼ଲ । ଅସୁରୁଣୀ କହଲ ସେଇ - ଥରେ କଠେଇଖୁଅ ଭଲ ହାର ଏକ କୋଉଠୁ ଅସିବ ? ଗଳ୍ପ ରଜାଙ୍କୁ କଲି, ଇଛମ ଳେ ପେ ବେଣ୍ଟପୋଖସ୍ ଅଛୁ ଭର୍ଭ ରେ
ସେରକ ମାଛି କଇଁଛ ଗଣ୍ଡି ଅଛି ମୋପାଖ ରୁ ସବୁ ଅସିବ, ପଙ୍କ ଛଡ଼ା । କେଉ& ଗଲେ ଯେଖଗ୍iର ଖଣି ଦୁବାଇଲେ, ଯେରେ ମ ଛି କଇଁଛ aଲେ ସରୁ ଅଣି ଅସୁରୁଣକ ଦେଲେ, ଅଉ ବଡ଼ | ମାଛ ଦୋ5, ରାକ ନା ଘଘବ ଲେକ, ସେ ଦୋ ବ ବଡସ୍କଣାକୁ