"ପୃଷ୍ଠା:Kathalahari (RN Das, 1927) opt.pdf/୧୦୨" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ Removing non book content
ପୃଷ୍ଠାର ସ୍ଥିତିପୃଷ୍ଠାର ସ୍ଥିତି
-
ପ୍ରମାଣିତ ହୋଇନଥିବା
+
ସଂଶୋଧନ
ଶିରୋନାମା (noinclude):ଶିରୋନାମା (noinclude):
୧ କ ଧାଡ଼ି: ୧ କ ଧାଡ଼ି:
{{rh||କଳାରାଜନ କଥା ।|୯୩}}
ପୃଷ୍ଠା ଲେଖା(ଯୋଡିବାକୁ ଥିବା)ପୃଷ୍ଠା ଲେଖା(ଯୋଡିବାକୁ ଥିବା)
୧ କ ଧାଡ଼ି: ୧ କ ଧାଡ଼ି:

କଳାକନ କିଆଁ |
ଖାଇଥାନ୍ତ କୁଅଡ଼େ ଗଇଏମନେ ଡାକ ଶୁଣି ସିଲେ କଲେ ଜଣ, କକ ଡାରୁ ? ଏ କହୁଲ ଭେମାନେ ଯାଅ, ଦଉଡ଼ ମୁଁ ଘୋଜା ଗଙ୍ଗୁଡ଼ରେ ସେଭଏ ବାଦ୍ଧ ଦେ ଇତ, ଗଛ ଉଠି ଯାଉ ଥିବ, ଫଲ ଫ୫) ଯଉ , ସେଇ ବାକୁ ଗୃହଁ ଋକା ଦଉଡ଼? ସେ ସେ ସ୍କୁର କେଣ୍ଡାଙ୍କୁ ପଇବ । ଏ ସାରଝି ଅସାକୁ ଦଉଲେ, ଯାଇ ଘୋଡ଼ା ପଛରେ ଲଗିଲେଏବେ ଅନାଇ ଦେଲବଳକୁ ଅରୁ ସାତ୪) ଅସି ଘୋଡ଼ା ପଛରେ ଲଗି ଗଲେଣି ! ସଙ୍ଗୀତ କଲେ ନିଶ୍ଚ ସେମନ୍ତ ସରଂଗ ହେ ଭବ ଅମ୍ଭ ପଛରେ ଖଲ କଣ୍ଟାଣ ହୋଇଯିବ । କଣ୍ଟାକଣ ହୋଇଗଲ ଯୋଉ, ସକ ବଡ଼ ଭଉଣ ରଳ ଅଉ ଛି ଭଉଣୀ ଫେରି ଅସିଲେ, କଣ୍ଡାରେ ପରି ପ୍ଲେ ନହେଁ । ଏ କଣ କରୁଥ ଏ କଣ୍ଟା ସବୁ ଦାନ୍ତରେ କାହୃପକାଉଥାଏ, ଏମାନଙ୍କ ପଛେ ଦଉଡ଼ଥାଏ । ଫେର୍ ଏମାନଙ୍କୁ ପଛରେ ସଗିଗଳ୍ପ । ଏମାନେ କଲେ ଯେବେ ସରଂଗ ହୋଇବ ସବୁ ଅଗ୍ନି ମୟ ହୋଇଯିବ । ପରୁ ଅଗ୍ନି ମୟ ହୋଇଗଲିଅସୁରୁଣ ଛେପ ପକାଇ ପକାଇ ଦିଅକୁ ଲଇଦେଲ, ଏମାନଙ୍କ ପଛରେ ମିa କଳ ପୁଅକୁ ଆଉ ତା ଘୋଡ଼ାକୁ ଖାଇଲେତାଙ୍କ ଭକ ସଇ ଭ ପଳାଉଭଶ୍ର, ଏ ରାଙ୍କୁ ପଛେ ଦୌଡ଼, ସାଧବପୁଅକୁ ମନ୍ତ୍ରୀପୁଅକୁ ଖାଇଦେଲ । ରଜାପୁଅ ସମସ୍ତଙ୍କ ଆଗରେ ଥାଏ । ସେଠାରେ ଗୋlଏ ସରୁ ଅଲ ତହିଁ ରେ ଚଢିଗଲ କହ୍ନାଇ , ଦୃଷଘକ, ନଷ୍ଟ ସଭ୍ୟଗର ଯେବେ ହୋଇବୁ ଭୁ ଫ|୪ ଯିବୁ
ଖାଇଥାନ୍ତ କୁଆଡ଼େ ଗଲଏମାନେ ଡାକ ଶୁଣି ଦଉଡ଼ି ଆସିଲେ କ‌ହିଲେ ମା କଣ, କାହିଁକ ଡାକୁଚୁ ? ଏ କହିଲା ତେମେମାନେ ଯାଅ, ଦଉଡ଼ ମୁଁ ଘୋଡ଼ା ଲାଙ୍ଗୁଡ଼ରେ ସୋରିଷ ବାନ୍ଧି ଦେଇଚି, ଗଛ ଉଠି ଯାଉଥିବ, ଫୁଲ ଫୁଟି ଯାଉଥିବ, ସେଇ ବାଟକୁ ଚାହିଁ ଚାହିଁକା ଦଉଡ଼ିକ ଯେ ସେ ଚାରି ଭେଣ୍ଡାଙ୍କୁ ପାଇବ । ଏ ସାତଝିଅଯାକ ଦଉଡ଼ିଲେ, ଯାଇ ଘୋଡ଼ା ପଛରେ ଲାଗିଲେଏମାନେ ଅନାଇ ଦେଲାବେଳକୁ ଅସୁରୁଣୀ ସାତଟା ଆସି ଘୋଡ଼ା ପଛରେ ଲାଗି ଗଲେଣି ଚାରି ସଙ୍ଗାତ କ‌ହିଲେ ନିଶ୍ଚୟ ସେମନ୍ତ ସତ୍ୟଯୁଗ ହୋଇଥିବ ଆମ୍ଭ ପଛରେ ଖାଲି କଣ୍ଟାବଣ ହୋଇଯିବ । କଣ୍ଟାବଣ ହୋଇଗଲା ଯୋଉଠୁ ସବା ବଡ଼ ଭଉଣୀ ରହିଲା ଆଉ ଭଉଣୀ ଫେରି ଆସିଲେ, କଣ୍ଟାରେ ପଶି ପାରିଲେ ନାହିଁ । ଏ କଣ କରୁଥାଏ କଣ୍ଟା ସବୁ ଦାନ୍ତରେ କାଟିପକାଉଥାଏ, ଏମାନଙ୍କ ପଛେ ୨ ଦଉଡ଼ୁଥାଏ । ଫେର୍ ଏମାନଙ୍କ ପଛରେ ଲାଗିଗଲା । ଏମାନେ କ‌ହିଲେ ଯେବେ ସତ୍ୟଯୁଗ ହୋଇଥିବ ସବୁ ଅଗ୍ନିମୟ ହୋଇଯିବ । ସବୁ ଅଗ୍ନିମୟ ହୋଇଗଲାଅସୁରୁଣୀ ଛେପ ପକାଇ ପକାଇ ନିଆଁକୁ ଲିଭାଇଦେଲା, ଏମାନଙ୍କ ପଛରେ ମିଶି କଟୁଆଳ ପୁଅକୁ ଆଉ ତା ଘୋଡ଼ାକୁ ଖାଇଗଲାବାକି ତିନି ସଙ୍ଗାତ ପଳାଉଚନ୍ତି, ଏ ତାଙ୍କ ପଛେ ୨ ଦୌଡ଼ୁ ୨ ସାଧବପୁଅକୁ ମନ୍ତ୍ରୀପୁଅକୁ ଖାଇଦେଲା । ରଜାପୁଅ ସମସ୍ତଙ୍କ ଆଗରେ ଥାଏ । ସେଠାରେ ଗୋଟାଏ ଆମ୍ୱଗଛ ଥିଲା ତହିଁରେ ଚଢିଗଲା କ‌ହିଲା ହେ ବୃକ୍ଷରାଜ, ନିଶ୍ଚୟ ସତ୍ୟ‌ଯୁଗର ଯେବେ ହୋଇଥିବୁ ତୁ ଫାଟ ଯିବୁ ମୁଁ ପଶିଯିବି । ରଜାପୁଅ ଆମ୍ବଗଛଭିତରେ ରହିଲା, ଅସୁରୁଣୀ ତା ଘୋଡ଼ାଟିକି ଖାଇଦେଇ ସେହି ଗଛମୂଳେ ବସି ରହିଲା । ଗୋଟୋଏ ଦିବ୍ୟସୁନ୍ଦର ରାଣୀ ବେଶଧରି ବସିଲା, ମିଛେ ୨ କାନ୍ଦୁଥାଏ । ରଜା ଆସିଥିଲେ ପାରିଧିକି, ତାଙ୍କ ଉପରେ ଲୁହ ପଡ଼ିଲା । ରଜା କହିଲେ
ପs ସିଦ୍ଧ । ରଜାପୁଅ ଅମ୍ବ ଗଛ ଭଢରେ ରହଲ, ଅସୁରୁଣା ଭା ଘଡ଼ା କ ଖାଇଦେଇ ସେ ଗଛମୂଳେ ବସି ରହଲ । ରୋsଏ। ଭବ୍ୟସୁନ୍ଦର ଗଣ ବେଣଧର ବସିଲ, ମିଛ କାନ୍ଦୁଥାଏ । ଭଜା ଅସିଲେ ଫରଧକ, ତାଙ୍କ ଉପରେ ଲୁହ ପ ଲ ! ରଜ କହଲେ