ଯୋଜନା କରାହେବାକୁ ଥିବା କାମ ଫଳାଫଳ ଯୋଜନା ଅନୁସାରେ ହେଇଥିବା କାମ ଯୋଜନା ଅନୁସାରେ ଫଳାଫଳ
ନୁଆ ସଂପାଦକ ଗଢି଼ବା ଏଠାରେ ପାଇବେ ଏଠାରେ ପାଇବେ ପୁର୍ବରୁ ଥିବା କିଛି ଯୋଜନା ନିଷ୍କ୍ରିୟ ଅଛି ନୁଆ ପରିକଳ୍ପନା କିଛି ଆରମ୍ଭ ହେଇନି
ପୁରୁଣା ସମୁଦାୟକୁ ବଢାଇବା ଏଠାରେ ପାଇବେ ଏଠାରେ ପାଇବେ ଦିଲ୍ଲୀରେ ଉଇକିପାଠାଗାର କର୍ମଶାଳା ଓ ପ୍ରଥମ ପାଠାଗାର ଜନ୍ମୌତ୍ସବରେ ନୁଆ ଯୋଜନା ଓ ପଲିସି ତିଆରି କରାହେଇଥିଲା
ସାମଗ୍ରୀ ଅଧିଗ୍ରହଣ ଏଠାରେ ପାଇବେ ଏଠାରେ ପାଇବେ ଜଗନ୍ନାଥା ପ୍ରସାଦଙ୍କ ୩୦ଟି ବହି ଓ ସୃଜନୀକା ଦ୍ଵାରାଅ ୭୦୦ ବହି


ଲକ୍ଷ୍ୟ ସମ୍ପାଦନା

ପରିମିତି ୩୦ ଜୁନ, ୨୦୧୬ର ଆଶାତୀତ ଲକ୍ଷ୍ୟ ଜୁନ ୩୦, ୨୦୧୬ ସୁଧା ପ୍ରକୃତ ସଂଖ୍ୟା ମତ
ନୁଆ ସଭ୍ୟଗଣ ୩୦ ୬୦ ଆଶା ଠାରୁ ବହୁତ କମ
ସକ୍ରୀୟ ସଭ୍ୟଗଣ ୧୦ ୨୦ ଆଶା ଠାରୁ ବହୁତ କମ
ବହି ୨୦ ୫୦ ୨୩୫ ସ୍ଵପ୍ନ ଲକ୍ଷ୍ୟ ଠାରୁ ଅଧିକ
କର୍ମଶାଳା ଆଶା ଠାରୁ କମ
ଘଟଣା ଆଶା ଲକ୍ଷ୍ୟ ଠାରୁ ଅଧିକ