ଲେଖକ:ଅଭିମନ୍ୟୁ ସାମନ୍ତସିଂହାର

ଅଭିମନ୍ୟୁ ସାମନ୍ତସିଂହାର
(୧୭୬୦–୧୮୦୬)
ବାଲିଆରେ ଜନ୍ମିତ ଓ ବିଦଗ୍ଧ କବି ଭାବେ ପ୍ରସିଦ୍ଧ । ନିଜ ପତ୍ନୀଙ୍କ ସତ୍ୟତା ପରୀକ୍ଷା କରୁ କରୁ ତାଙ୍କ ଅକାଳବିୟୋଗ ଘଟିବାରୁ ସେ ନିଜକୁ ଦାୟୀ ବିଚାରି ତନ୍ମୟ ହୋଇପଡ଼ିଥିଲେ । ସେହି ଦୁଃଖରେ ରାଧାକୃଷ୍ଣଙ୍କୁ ଭାବନା କରି ବିଦଗ୍ଧ ଚିନ୍ତାମଣି ନାମକ କାବ୍ୟ ବିରଚିଲେ । ବିଦଗ୍ଧ ଚିନ୍ତାମଣି ଓଡ଼ିଆ ସାହିତ୍ୟର ସବୁଠୁ ବଡ଼ କାବ୍ୟ । ଏହା ଛଡ଼ା କେତେକ ଜଣାଣ ଓ ଚଉପଦୀ ମଧ୍ୟ ଲେଖିଛନ୍ତି ।
ଅଭିମନ୍ୟୁ ସାମନ୍ତସିଂହାର

ରଚନାବଳୀସମ୍ପାଦନ କରନ୍ତୁ

(ପ୍ରମୁଖ ରଚନାଗୁଡ଼ିକୁ ମୋଟା ଅକ୍ଷରରେ ଲେଖାଯାଇଛି)

କାବ୍ୟସମ୍ପାଦନ କରନ୍ତୁ

କ୍ଷୁଦ୍ର ରଚନାସମ୍ପାଦନ କରନ୍ତୁ

  • ବାଘ ଗୀତ
  • ଚଢ଼େଇ ଗୀତ

ଜଣାଣସମ୍ପାଦନ କରନ୍ତୁ