ଲେଖକ:ଜଗନ୍ନାଥ ଦାସ
←Author Index: ଦ | ଜଗନ୍ନାଥ ଦାସ (୧୪୯୦–୧୫୫୦) |
ପଞ୍ଚସଖା ମଧ୍ୟରୁ ଅନ୍ୟତମ । ଏହାଙ୍କ ରଚିତ ଭାଗବତ ଓଡ଼ିଶାରେ ଅତିପ୍ରସିଦ୍ଧ । ୟେ ଚୈତନ୍ୟଙ୍କ ଠାରୁ ଅତିବଡ଼ି ଉପାଧି ପାଇଥିଲେ । ଅନେକ ଛୋଟ ଛୋଟ ଗୀତିକା ଓ ଚଉତିଶା ମଧ୍ୟ ରଚନା କରିଥିଲା । |

ଜଗନ୍ନାଥ ଦାସ
ରଚନାବଳୀସମ୍ପାଦନ କରନ୍ତୁ
(ପ୍ରମୁଖ ରଚନାଗୁଡ଼ିକୁ ମୋଟା ଅକ୍ଷରରେ ଲେଖାଯାଇଛି)
ଭାଗବତସମ୍ପାଦନ କରନ୍ତୁ
- ଓଡ଼ିଆ ଭାଗବତ
- ଶୈବାଗମ ଭାଗବତ
- ଗୁପ୍ତ ଭାଗବତ
- ଭାଗବତ ସାର
ଗୀତାସମ୍ପାଦନ କରନ୍ତୁ
- ଗୀତା ନାମ
- ଦାରୁବ୍ରହ୍ମ ଗୀତା
ରାସସମ୍ପାଦନ କରନ୍ତୁ
- ଶରତ ରାସ
- ରାସକ୍ରୀଡ଼ା
ସ୍ତୁତିମୂଳକ ରଚନାସମ୍ପାଦନ କରନ୍ତୁ
- ଗଜସ୍ତୁତି (ଗଜନିସ୍ତରଣ)
- ମୃଗୁଣୀସ୍ତୁତି
- ରଚନୁଆଣୀ ସ୍ତୁତି
- ନମସ୍ତେ ପ୍ରଭୁ ଜଗନ୍ନାଥ
- ଆଉ ଏଣିକିରେ ମନ
ଚଉପଦୀସମ୍ପାଦନ କରନ୍ତୁ
- ଷୋଳ ଚଉପଦୀ
କୋଇଲିସମ୍ପାଦନ କରନ୍ତୁ
କ୍ଷୁଦ୍ର ରଚନାସମ୍ପାଦନ କରନ୍ତୁ
- ଫୁଲତୋଳା
- ଗୁଣ୍ଡିଚାବିଜେ
- ମାଳିକା ଦୀକ୍ଷା ସମ୍ବାଦ
- ଦହିଖେଳ
- ଚନ୍ଦ୍ରିକା
- ବୋଲେ ହୁଁ
- ଶ୍ରୀସତସଙ୍ଗ
- ସତସଙ୍ଗ ବର୍ଣ୍ଣନ
- ମନଃଶିକ୍ଷା
- ନିତ୍ୟଚାର ଦିକ୍ଷା ସହିତ ଉପାସନା ବିଧି
- ନିତ୍ୟ ଗୁପ୍ତମାଳା
- ପସନ୍ଦ ଦଳନ
- ପ୍ରେମ ସୁଧାମ୍ବୁଧା
- ଶ୍ରୀରାଧା ରସମଞ୍ଜରୀ
- ଗୋଲକ ସାରୋଦ୍ଧାର
- ଜଗନ୍ନାଥ କରିକ
- ଦୂତୀ ବୋଧ
- ଶ୍ରୀରାଧା ରସମଞ୍ଜରୀ
ସଂସ୍କୃତ ରଚନାବଳୀସମ୍ପାଦନ କରନ୍ତୁ
- କୃଷ୍ଣଭକ୍ତିକଳ୍ପଲତା
- କୃଷ୍ଣଭକ୍ତିକଳ୍ପଲତାଫଳ
- ନିତ୍ୟଗୁପ୍ତମାଳା
- ଉପାସନା ଶତକମ୍
- ନିତ୍ୟାଚାର
- ଦୀକ୍ଷାସଂହିତା ସୋପାନ ବିଧିଃ
- ନୀଳାଦ୍ରିଶତକମ୍
- ଜଗନ୍ନାଥ ଚରିତାମ୍ବୋଧିସରଣୀ
ଜଗନ୍ନାଥ ଦାସଙ୍କ ବିଷୟରେ ରଚନାସମ୍ପାଦନ କରନ୍ତୁ
- ଭକ୍ତ କବିବର ଶ୍ରୀ ଜଗନ୍ନାଥ ଦାସ (ଗୋପବନ୍ଧୁ ଦାସ)
- ଦାର୍ଢ଼୍ୟତା ଭକ୍ତି (ରାମ ଦାସ)