ଦନାଇ ଦାସ
(୧୭??–୧୮??)
ଅଷ୍ଟାଦଶ ଶତାବ୍ଦୀରେ ବେଗୁନିଆ ଅନ୍ତର୍ଗତ ସାନପଦର ଗ୍ରାମରେ ଜନ୍ମିତ । ଏହାଙ୍କ ଲିଖିତ ନୀତିବାଣୀ ଆଜି ସୁଦ୍ଧା ଦନାଇ ବଚନ ଭାବେ ଲୋକଙ୍କ ଦ୍ୱାରା କୁହାଯାଏ । ୟେ ଗୋପୀଭାଷା ନାମକ କାବ୍ୟ ଲେଖିବା ସଙ୍ଗେ ଅନେକ ଚଉତିଶା ରଚନା କରିଛନ୍ତି ।

ରଚନାବଳୀ ସମ୍ପାଦନା

(ପ୍ରମୁଖ ରଚନାଗୁଡ଼ିକୁ ମୋଟା ଅକ୍ଷରରେ ଲେଖାଯାଇଛି)

କାବ୍ୟ ସମ୍ପାଦନା

ଚଉତିଶା ସମ୍ପାଦନା

  • ସାନ କନଡ଼ା ଚଉତିଶା
  • ପହଳି ଚଉତିଶା
  • ବଡ଼ ଉଦ୍ଧବ ଚଉତିଶା

କୋଇଲି ସମ୍ପାଦନା

  • ଯଶୋଦା କୋଇଲି