ଲେଖକ:ଦନାଇ ଦାସ
←Author Index: ଦ | ଦନାଇ ଦାସ (୧୭??–୧୮??) |
ଅଷ୍ଟାଦଶ ଶତାବ୍ଦୀରେ ବେଗୁନିଆ ଅନ୍ତର୍ଗତ ସାନପଦର ଗ୍ରାମରେ ଜନ୍ମିତ । ଏହାଙ୍କ ଲିଖିତ ନୀତିବାଣୀ ଆଜି ସୁଦ୍ଧା ଦନାଇ ବଚନ ଭାବେ ଲୋକଙ୍କ ଦ୍ୱାରା କୁହାଯାଏ । ୟେ ଗୋପୀଭାଷା ନାମକ କାବ୍ୟ ଲେଖିବା ସଙ୍ଗେ ଅନେକ ଚଉତିଶା ରଚନା କରିଛନ୍ତି । |
ରଚନାବଳୀ
ସମ୍ପାଦନା(ପ୍ରମୁଖ ରଚନାଗୁଡ଼ିକୁ ମୋଟା ଅକ୍ଷରରେ ଲେଖାଯାଇଛି)
କାବ୍ୟ
ସମ୍ପାଦନାଚଉତିଶା
ସମ୍ପାଦନା- ସାନ କନଡ଼ା ଚଉତିଶା
- ପହଳି ଚଉତିଶା
- ବଡ଼ ଉଦ୍ଧବ ଚଉତିଶା
କୋଇଲି
ସମ୍ପାଦନା- ଯଶୋଦା କୋଇଲି