ବଳରାମ ଦାସ
(୧୪୭୪–୧୫??)
ପ୍ରାଚୀନ ପଞ୍ଚସଖା ମଧ୍ୟରୁ ଅନ୍ୟତମ । ଜଗମୋହନ ରାମାୟଣ ନାମରେ ରାମାୟଣକୁ ଓଡ଼ିଆରେ ରଚନା କରିଥିଲେ । ଅନେକ କ୍ଷୁଦ୍ରଗୀତି ମଧ୍ୟ ଲେଖିଛନ୍ତି । ମତ୍ତ ବଳରାମ ଦାସ ଭାବେ ପ୍ରସିଦ୍ଧ ।
ବଳରାମ ଦାସ

ରଚନାବଳୀ ସମ୍ପାଦନା

(ପ୍ରମୁଖ ରଚନାଗୁଡ଼ିକୁ ମୋଟା ଅକ୍ଷରରେ ଲେଖାଯାଇଛି)

ଇତିହାସ ସମ୍ପାଦନା

  • ଦାଣ୍ଡି ରାମାୟଣ (ଏହା ଜଗମୋହନ ରାମାୟଣ ଭାବେ ମଧ୍ୟ ପରିଚିତ)
  • ରାମବିଭା
  • କୃଷ୍ଣଲୀଳା
  • ମହାଭାରତ
  • ସଭାବିନୋଦ
  • ରସକେଳି
  • ଭୂତକେଳି
  • ବଉଳ ଅଧ୍ୟାୟ

ପୁରାଣ ସମ୍ପାଦନା

ଗୀତା ସମ୍ପାଦନା

  • ଅର୍ଜ୍ଜୁନ ଗୀତା
  • ଗଜ ନିସ୍ତାରଣ ଗୀତା
  • ଭଗବତ୍ ଗୀତା
  • ଅମରକୋଷ ଗୀତା
  • ଗୁ୍ପ୍ତ ଗୀତା
  • ବେଦାନ୍ତସାର ଗୁପ୍ତଗୀତା
  • ଛତିଶଗୁପ୍ତ ଗୀତା
  • ଗରୁଡ଼ ଗୀତା
  • ନାମରତ୍ନ ଗୀତା
  • ବିରାଟ ଗୀତା
  • ଗଣେଶ ବିଭୂତି ଗୀତା

ଜ୍ଞାନମୂଳକ ରଚନା ସମ୍ପାଦନା

ସ୍ତୁତିମୂଳକ ରଚନା ସମ୍ପାଦନା

ଚଉତିଶା ସମ୍ପାଦନା

କୋଇଲି ସମ୍ପାଦନା

ବଳରାମ ଦାସଙ୍କ ବିଷୟରେ ରଚନା ସମ୍ପାଦନା