ଲେଖକ:ବଳରାମ ଦାସ
←Author Index: ଦ | ବଳରାମ ଦାସ (୧୪୭୪–୧୫??) |
ପ୍ରାଚୀନ ପଞ୍ଚସଖା ମଧ୍ୟରୁ ଅନ୍ୟତମ । ଜଗମୋହନ ରାମାୟଣ ନାମରେ ରାମାୟଣକୁ ଓଡ଼ିଆରେ ରଚନା କରିଥିଲେ । ଅନେକ କ୍ଷୁଦ୍ରଗୀତି ମଧ୍ୟ ଲେଖିଛନ୍ତି । ମତ୍ତ ବଳରାମ ଦାସ ଭାବେ ପ୍ରସିଦ୍ଧ । |
ରଚନାବଳୀ
ସମ୍ପାଦନା(ପ୍ରମୁଖ ରଚନାଗୁଡ଼ିକୁ ମୋଟା ଅକ୍ଷରରେ ଲେଖାଯାଇଛି)
ଇତିହାସ
ସମ୍ପାଦନା- ଦାଣ୍ଡି ରାମାୟଣ (ଏହା ଜଗମୋହନ ରାମାୟଣ ଭାବେ ମଧ୍ୟ ପରିଚିତ)
- ରାମବିଭା
- କୃଷ୍ଣଲୀଳା
- ମହାଭାରତ
- ସଭାବିନୋଦ
- ରସକେଳି
- ଭୂତକେଳି
- ବଉଳ ଅଧ୍ୟାୟ
ପୁରାଣ
ସମ୍ପାଦନା- ମାଣବସା ଲକ୍ଷ୍ମୀ ପୁରାଣ
- ବ୍ରହ୍ମପୁରାଣ
ଗୀତା
ସମ୍ପାଦନା- ଅର୍ଜ୍ଜୁନ ଗୀତା
- ଗଜ ନିସ୍ତାରଣ ଗୀତା
- ଭଗବତ୍ ଗୀତା
- ଅମରକୋଷ ଗୀତା
- ଗୁ୍ପ୍ତ ଗୀତା
- ବେଦାନ୍ତସାର ଗୁପ୍ତଗୀତା
- ଛତିଶଗୁପ୍ତ ଗୀତା
- ଗରୁଡ଼ ଗୀତା
- ନାମରତ୍ନ ଗୀତା
- ବିରାଟ ଗୀତା
- ଗଣେଶ ବିଭୂତି ଗୀତା
ଜ୍ଞାନମୂଳକ ରଚନା
ସମ୍ପାଦନା- ବ୍ରହ୍ମାଣ୍ଡ ଭୂଗୋଳ – (ଲିଖନ ପ୍ରକଳ୍ପ)
- ଜ୍ଞାନଚୂଡ଼ାମଣି
- ଗୀତାସାର
ସ୍ତୁତିମୂଳକ ରଚନା
ସମ୍ପାଦନା- ମୃଗୁଣୀସ୍ତୁତି
- ଦୁର୍ଗାସ୍ତୁତି
- ବଟ ଅବକାଶ
- ବେଢ଼ା ପରିକ୍ରମା
- ଭକ୍ତିରସାମୃତସିନ୍ଧୁ