ବିଶ୍ୱନାଥ ଖୁଣ୍ଟିଆ
(୧୬୯୨–୧୭୨?)
ବିଶି ଖୁଣ୍ଟିଆ ଭାବେ ମଧ୍ୟ ପରିଚିତ । ନାଟକ ଉପଯୁକ୍ତ ସରଳ ବିଚିତ୍ର ରାମାୟଣ ନାମକ ଲୀଳାକାବ୍ୟ ରଚନା କରିଥିଲେ । ଏହାଙ୍କ ରଚିତ ରାମଲୀଳାକୁ କେହି କେହି ବିଶି ରାମଲୀଳା ମଧ୍ୟ କହିଥାନ୍ତି ।

ରଚନାବଳୀସମ୍ପାଦନ କରନ୍ତୁ

ଗ୍ରନ୍ଥସମ୍ପାଦନ କରନ୍ତୁ

ଚଉତିଶାସମ୍ପାଦନ କରନ୍ତୁ

  • ରାମକ୍ରୋଧ ଚଉତିଶା