ଭୀମା ଧୀବର
(୧୬??–୧୭??)
ଭୀମାଧୀବର ଥିଲେ ସପ୍ତଦଶ ଶତାବ୍ଦୀର ଜଣେ କବି । ସେ କେଉଟ/ଧୀବର ପରିବାରରେ ଜନ୍ମଗ୍ରହଣ କରିଥିଲେ ।ସାରଳା ମହାଭାରତରୁ ଦ୍ରୌପଦୀ ବସ୍ତ୍ରହରଣ ଆଧାରିତ ସରଳ ସାବଲୀଳ କାବ୍ୟ ଲେଖିଥିଲେ ।

ରଚନାବଳୀ ସମ୍ପାଦନା