ଲେଖକ:ମୃତ୍ୟୁଞ୍ଜୟ ରଥ

ମୃତ୍ୟୁଞ୍ଜୟ ରଥ
(୧୮୮୨–୧୯୨୪)
ମୃତ୍ୟୁଞ୍ଜୟ ରଥ ଜଣେ ସଂସ୍କୃତ ପଣ୍ଡିତ, ଭାଷାବିତ ଓ ଅନୁବାଦକ ଥିଲେ । ମାତ୍ର ୩୭ବର୍ଷର ଜୀବନକାଳ ମଧ୍ୟରେ ସେ ଅନେକ ସଂସ୍କୃତ ଗ୍ରନ୍ଥକୁ ଓଡ଼ିଆରେ ଅନୁବାଦ କରିଥିଲେ । ଅନୁବାଦ ଭିନ୍ନ ସେ ମୌଳିକ ସାହିତ୍ୟ ରଚନା ମଧ୍ୟ କରିଥିଲେ ।

ରଚନାବଳୀ

ସମ୍ପାଦନା

ସଂସ୍କୃତ ଭାଷାରୁ ଅନୁବାଦ

ସମ୍ପାଦନା
  • ବିକ୍ରମୋର୍ବଶୀ
  • ମୁଦ୍ରାରାକ୍ଷାସ
  • ମୃଚ୍ଛକଟିକ
  • ବେଣୀ ସଂହାର
  • କୁମାର ସଂଭବ
  • ମାଳତୀ ମାଧବ

ଉପନ୍ୟାସ

ସମ୍ପାଦନା

ଅନ୍ୟାନ୍ୟ

ସମ୍ପାଦନା
  • ନାରୀ ଦର୍ପଣ
  • କର୍ମଯୋଗୀ ଗୌରୀଶଙ୍କର
  • ଶାରଳା ଚରିତ
  • ସରଳ ଓଡ଼ିଆ ଅଭିଧାନ
  • ସୁଖବୋଧ ବ୍ୟାକରଣ