ଶୁକ୍ରବାର ବ୍ରତ

ଜୟ ଜୟ ଗଣନାଥ ଗଉରୀ ନ୍ନ୍ଦନ ।

ଜୟ ଜୟ ବିଘ୍ନେଶ୍ୱର ବିଘ୍ନ ବିନାଶନ ।୧।

ଜୟ ଜୟ ଭଗବତୀ ମାଗୋ ବିଣାପାଣି ।

ଜୟ ଜୟ ଦୁ୍ରଗା ମାଗୋ ଦୁର୍ଗତି ତାରିଣୀ ।୨।

ଜୟ ଜୟ ଭୋଳାନାଥ ଭୋଳା ମହେଶହ୍ୱର ।

ଜୟ ଜୟ ମହାଯୋଗୀ ଯୋଘୀ ଯୋଗେଶ୍ହ୍ୱର ।୩।

ଜୟ ଜୟ ଶ୍ରୀରାମ ସୀତାନ୍କ ଶ୍ରୀଚରଣ ।

ଜୟ ଜୟ ରାଧା କୃଷ୍ନ ଶ୍ରୀରାମ ସୀତାନ୍ଂକ ଶ୍ରୀଚରଣ ।୪।

ଜୟ ଜୟ ଯଦୁନାଥ ଯଶୋଦା ନଂଦନ ।

ଜୟ ଜୟ ଜ୍ଗନ୍ନାଥ ଜଗତ ବନ୍ଦନ ।୫।

ଜୟ ଜୟ ସ୍ରବ ଦେବାଦେବୀ ଯୋଗମାୟା ।

ଜୟ ଜୟ ଦଶ ଦିବପାଳ ହୁଅ ସାହା । ୬।

ଜୟ ଜୟ ସାଧୁ ସନ୍ଥ ଗୋମାତା ବ୍ରାହମ୍ଣ ।

ଜୟ ଜୟ ଶ୍ରୀଗୁରୁ ଶ୍ରୀଚରଣେ ଶରଣ ।୭।

ଜୟ ଜୟ ନିଜ ଗ୍ରାମଦେବୀନ୍କୁ ଚନ୍ମ୍ପା ଦେଈ ।

ଜୟ ଜୟ ମା' ଗ୍ରାମଦେବୀନ୍କୁ ନମିଇଁ । ୮ ।

ଜୟ ଜୟ ସ୍ରବ ଦେବାଦେବୀନ୍କୁ ଶରଣ ।

ଜୟ ଜୟ ମା'ସନ୍ତୋଷୀ ମାତାନ୍ଂକ ଚରଣ । ୯ ।

ଜୟ ଜୟ ସନ୍ତୋଷୀ ମାତାନଂକ ଶୁକ୍ରବାର ବ୍ରତ ।

ଜୟ ଜୟ ଦୁଃସାହସେ ଲେଖିବାକୁ ବଳାଇଛି ଚିତ୍ତ ।୧୦।

ଅଜ୍ଞାନନ ମୁ ଜ୍ଞାନହୀନ ଭକ୍ତ ଜାଣି ନାହିଁ ।

ମମ କନ୍ଠେ ସ୍ରବେ ବସି ପଦ ଦିଅ କ‌ହି । ୧୧।