ଲେଖକ:ଉପେନ୍ଦ୍ର ଭଞ୍ଜ

(Author:ଉପେନ୍ଦ୍ର ଭଞ୍ଜରୁ ଲେଉଟି ଆସିଛି)
ଉପେନ୍ଦ୍ର ଭଞ୍ଜ
(୧୬୭୦–୧୭୪୦)
ଓଡ଼ିଆ ସାହିତ୍ୟ ରୀତିଯୁଗର ସର୍ବପ୍ରମୁଖ କବି । କାବ୍ୟଶାସ୍ତ୍ର ଓ ଅଳଙ୍କାରଶାସ୍ତ୍ର ନିୟମାନୁସାରେ ଶବ୍ଦପାଣ୍ଡିତ୍ୟପୂର୍ଣ୍ଣ କାବ୍ୟ କବିତା ଲେଖିଥିବାରୁ କବି ସମ୍ରାଟ ଭାବେ ପରିଚିତ । ଏହାଙ୍କ ସବୁଠୁ ପ୍ରସିଦ୍ଧ ଗ୍ରନ୍ଥ ହେଉଛି ଇଷ୍ଟଦେବତା ରାମଙ୍କୁ ସମର୍ପିତ ବୈଦେହୀଶ ବିଳାସ ନାମକ ରାମକାବ୍ୟ । ଏହା ଛଡ଼ା ଅନେକ ଚଉପଦୀ, କେତେକ ଚଉତିଶା ଓ ଜଣାଣ ମଧ୍ୟ ରଚନା କରିଛନ୍ତି ।
ଉପେନ୍ଦ୍ର ଭଞ୍ଜ

ରଚନାବଳୀ

ସମ୍ପାଦନା

ଉପେନ୍ଦ୍ର ଭଞ୍ଜ ପାଖାପାଖି ୫୨ ଗୋଟି କାବ୍ୟ ଲେଖିଥିବା ଏକାଧିକ ଗବେଷକଙ୍କଦ୍ୱାରା ସଂଗୃହୀତ ହୋଇଅଛି । ଏହା ମଧ୍ୟରୁ ମାତ୍ର ୨୦-୨୫ ଗୋଟି କାବ୍ୟ ଅଧୁନା ମୁଦ୍ରିତ ହେଉଛି । ଅନ୍ୟ କାବ୍ୟଗୁଡ଼ିକ ନଷ୍ଟ କିମ୍ବା ବିଲୁପ୍ତ ହୋଇଯାଇଅଛି । କେତେକ ଗ୍ରନ୍ଥର ପୋଥି ରହିଅଛି କିନ୍ତୁ ମୁଦ୍ରଣ ହେଉନାହିଁ ।

ତଳେ ଦିଆଯାଇଥିବା ସୂଚୀର ଅଧିକାଂଶ ଡଃ ଗୌରୀକୁମାର ବ୍ରହ୍ମାଙ୍କ 'ଭଞ୍ଜ ଭୂମିକା'ରୁ ନିଆଯାଇଛି । ପ୍ରମୁଖ ରଚନାଗୁଡ଼ିକୁ ମୋଟା ଅକ୍ଷରରେ ଲେଖାଯାଇଛି ।

ରାମାୟଣ

ସମ୍ପାଦନା

କୃଷ୍ଣଲୀଳା

ସମ୍ପାଦନା
  • କଳା କଉତୁକ
  • ଛାନ୍ଦଭୂଷଣ
  • ରାସଲୀଳା
  • ବ୍ରଜଲୀଳା
  • ଶ୍ରୀକୃଷ୍ଣ ବିହାର
  • କୁଞ୍ଜବିହାର

କାଳ୍ପନିକ

ସମ୍ପାଦନା
  • ଲାବଣ୍ୟବତୀ
  • କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ
  • ପ୍ରେମ ସୁଧାନିଧି
  • ରସିକ ହାରାବଳୀ
  • ସୁଭଦ୍ରା ପରିଣୟ
  • ସୁବର୍ଣ୍ଣରେଖା
  • ଭାବବତୀ
  • ରସପଞ୍ଚକ
  • ଚନ୍ଦ୍ରରେଖା
  • ରସିକାନୁଚିନ୍ତା
  • ରସଲେଖା
  • ତ୍ରୈଲୋକ୍ୟମୋହିନୀ
  • ଲତା
  • ମୁକ୍ତାବଳୀ
  • ଚନ୍ଦ୍ରକଳା
  • ଶୋଭାବତୀ
  • କଳାବତୀ
  • ରସମଞ୍ଜରୀ
  • ଇଚ୍ଛାବତୀ
  • ହେମ ମଞ୍ଜରୀ
  • ଚିତ୍ରଲେଖା
  • ପ୍ରେମଲତା
  • ମନୋରମା
  • ଅନଙ୍ଗ ରଙ୍ଗିଣୀ
  • ଶଶିରେଖା
  • ମିଳନ ମଞ୍ଜରୀ
  • ରସନିଧି
  • ବିଚିତ୍ର ତରଙ୍ଗିଣୀ
  • କଳ୍ପିତ କଳ୍ପରେଖା
  • ବାରମାସୀ
  • ଛତିଶ ରାଗ
  • ପଦ୍ମାବତୀ ପରିଣୟ
  • ବଜାର ବୋଲି

ପୌରାଣିକ

ସମ୍ପାଦନା
  • ସୁଭଦ୍ରା ପରିଣୟ
  • ଦମୟନ୍ତୀଶ ବିଳାସ
  • ସତୀଶ ବିଳାସ

ସ୍ତୁତିମୂଳକ

ସମ୍ପାଦନା
  • ପୁରୁଷୋତ୍ତମ ମାହାତ୍ମ୍ୟ
  • ଦୁର୍ଗାସ୍ତୁତି
  • ଗଜନିସ୍ତାରଣ
  • ଗରୁଡ଼ ଗୀତା

କାବ୍ୟଶାସ୍ତ୍ର ଓ ଅଳଙ୍କାର ଶାସ୍ତ୍ର

ସମ୍ପାଦନା
  • ଚିତ୍ରକାବ୍ୟ ବନ୍ଧୋଦୟ
  • ଗୀତାଭିଧାନ

କାମଶାସ୍ତ୍ର

ସମ୍ପାଦନା
  • ପଞ୍ଚଶାୟକ
  • ଷଡ଼ଋତୁ
  • ଚଉପହରା

ଜ୍ୟୋତିଷ ଶାସ୍ତ୍ର

ସମ୍ପାଦନା
  • କଟପାୟା

ହାସ୍ୟରସାତ୍ମକ

ସମ୍ପାଦନା
  • ହାସ୍ୟାର୍ଣ୍ଣବ
  • ବଜାର ବୋଲି
  • ସଙ୍ଗୀତ ଉପେନ୍ଦ୍ର ଭଞ୍ଜ
  • ସଙ୍ଗୀତ କୌମୁଦୀ
  • ଚଉପଦୀ ଭୂଷଣ
  • ଚଉପଦୀ ଚନ୍ଦ୍ର
  • ଚଉପଦୀ ଚନ୍ଦ୍ରିକା
  • ରସପଞ୍ଚକ

ଚଉତିଶା

ସମ୍ପାଦନା
  • ଛଅ ପୋଇ
  • ନଅ ପୋଇ
  • ଦଶ ପୋଇ
  • ବାର ପୋଇ
  • ଷୋଳ ପୋଇ

ଉପେନ୍ଦ୍ର ଭଞ୍ଜଙ୍କ ବିଷୟରେ ରଚନା

ସମ୍ପାଦନା